ଢେଙ୍କାନାଳ: ଗନ୍ଦିଆ ବ୍ଲକ ଝାରଦା ଗାଁରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ, ଆହତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଓ ଜଣେ ବୃଦ୍ଧ, ହାତୀ ଘଉଡ଼ାଇବାକୁ ଘରେ ରଖିଥିଲେ ବୋମା, ପିଲାଟି ଗଡ଼ାଇ ଦେବାରୁ ହୋଇଥିଲା ବିସ୍ଫୋରଣ

Previous ArticleNext Article

Send this to a friend