ବାରିପଦା: ବାରିପଦା ଛଉପଡ଼ିଆରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଉପସ୍ଥିତିରେ କୁଡୁମୀ ଅଧିକାର ସମାବେଶ, କୁଡୁମୀଙ୍କ ଅଧିକାର ଲାଗି ଯୁକ୍ତି ରଖିଲେ ହାର୍ଦ୍ଦିକ, କହିଲେ ୬୦ ବର୍ଷ ହେଲା ଅଧତ୍କାର ପାଇଁ ଚାଲିଛି ଆନ୍ଦୋଳନ, ଦାବି ଶୁଣୁ ନାହାନ୍ତି ରାଜ୍ୟ ମୁଖିଆ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ଲକ୍ଷ୍ୟ ରଖିଛି

Previous ArticleNext Article

Send this to a friend