ଜଗତସିଂହପୁର: ୫ ବର୍ଷର ନାବାଳିକାକୁ ୨ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ, ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କ ମାଆ, ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ସୂଚନା, ଉଭୟ ଜଗତସିଂହପୁର ଥାନାରେ ଅଟକ

Previous ArticleNext Article

Send this to a friend