ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ୨ ଦଶନ୍ଧି ପୂର୍ବରୁ ଏଭଳି ଘଟଣାରେ ଲୋକେ ଉତ୍ତେଜିତ ହେଉଥିଲେ; ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଉଥିଲା, ପ୍ରାୟ ପ୍ରତିଦିନ ଗୋଟିଏ ଲେଖାଏଁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି, ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଏଭଳି ଘଟଣାରେ ପ୍ରତିବାଦ ନାହିଁ

Previous ArticleNext Article

Send this to a friend