ମହାନଦୀ ତଳମୁଣ୍ଡରେ ସରକାରଙ୍କ ଦ୍ୱାରା ଘୋଷିତ ୭ଟି ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହିଲେ, ପ୍ରକଳ୍ପ ନେଇ କେବେ ସର୍ଭେ ହେଲା ଓ କେବେ ବ୍ୟୟ ଅଟକଳ ହେଲା? ଏହା କ’ଣ ଗୋଟିଏ ଦିନରେ ହୋଇଗଲା?

Previous ArticleNext Article

Send this to a friend