ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୧ଟି ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ମିଳିଥିବା ଜିଲ୍ଲାର ହେଉଛି ସମୀକ୍ଷା, କାଲି ଚିରଞ୍ଜୀବ ଓ ନବଙ୍କୁ ମିଳିଥିବା ଜିଲ୍ଲାଗୁଡ଼ିକର ହେବ ସମୀକ୍ଷା

Previous ArticleNext Article

Send this to a friend