ସରକାରୀ ଚାଉଳ ବାଟମାରଣା ପ୍ରସଙ୍ଗରେ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ-ଏଣିକି ସରକାରୀ ଚାଉଳ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍‌, ରାସ୍ତା ବଦଳାଇ ପାରିବେନି କିମ୍ବା ବାଟରେ ଅନଲୋଡ୍ କରିପାରିବେନି

Previous ArticleNext Article

Send this to a friend