OTV ନାଁରେ ବିଜେଡିର ପ୍ରେସ୍‌ମିଟ୍ ଓ ଅଭିଯୋଗ ପ୍ରସଙ୍ଗ: ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଲେ- ବୈଜୟନ୍ତ ନିଲମ୍ବିତ ହୋଇଥିବାରୁ ସେ ଷଡ଼ଯନ୍ତ୍ର କରିଥିବା ଦର୍ଶାଇଥିଲୁ, ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଷଡ଼ଯନ୍ତ୍ରକୁ ପ୍ରମାଣିତ କରୁଛି, କେନ୍ଦ୍ରମନ୍ତ୍ରୀଙ୍କର କ’ଣ ଦରକାର ଥିଲା ପ୍ରତିକ୍ରିୟା ଦେବା, ତାଙ୍କ ପ୍ରତିକ୍ରିୟା ତାଙ୍କ ସଂପୃକ୍ତିର ପ୍ରମାଣ ଦେଉଛି

Previous ArticleNext Article

Send this to a friend