ପିସିସି ସଭାପତି ପରିବର୍ତ୍ତନ ନେଇ ସନ୍ଧ୍ୟା ମହାପାତ୍ରଙ୍କ ମନ୍ତବ୍ୟ ପରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଲେ- ଅଯଥା ବିବାଦ ସୃଷ୍ଟି କରା ନଯାଉ, ସମସ୍ତେ ଶୃଙ୍ଖଳାର ପରିଧିରେ ରୁହନ୍ତୁ; ସଭାପତି ବଦଳିର ଚୂଡ଼ାନ୍ତ ନିଷ୍ପତ୍ତି ହାଇକମାଣ୍ଡ ନେବେ, ସନ୍ଧ୍ୟାଙ୍କୁ ଏଭଳି କହିବା ପାଇଁ କ୍ଷମତା ଦେଲା କିଏ

Previous ArticleNext Article

Send this to a friend