ରାଉରକେଲା: ଦୁବାଇ ଚାଲାଣ ପରେ ୨ ଯୁବତୀଙ୍କୁ ନିର୍ଯାତନା ମାମଲାରେ କେନ୍ଦ୍ରାପଡ଼ାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ରଘୁନାଥପାଲ୍ଲୀ ପୋଲିସ୍, ଗତ ଡିସେମ୍ବରରେ ଯୁବତୀଙ୍କୁ ଚାଲାଣ ପରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା

Previous ArticleNext Article

Send this to a friend