ସମ୍ବଲପୁର: ଯାଞ୍ଚ ବେଳେ କୁଲୁଥକାନିରେ ୨ଟି ମାଛରୁ ମିଳିଲା ଫର୍ମାଲିନ୍; ସୂଚନା ଦେଲେ ଫିସେରୀ ଉପନିର୍ଦ୍ଦେଶକ ଓ ଖାଦ୍ୟ ସୁରକ୍ଷା ଅଧିକାରୀ, ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ, ସହରର ବିଭିନ୍ନ ସ୍ଥାନରୁ ମାଛ ନମୂନା ସଂଗ୍ରହ କରିଛି ମହାନଗର ନିଗମ

Previous ArticleNext Article

Send this to a friend