ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ବଡ଼ବଙ୍ଗା ଗାଁରେ ସର୍ପ ଦଂଶନରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ, ମୃତକ ଲଦର ମୁଣ୍ଡା ଏବଂ ତାଙ୍କ ପତ୍ନୀ ଫୁଲ ମୁଣ୍ଡା, ରାତିରେ ଶୋଇଥିବା ବେଳେ ସାପ କାମୁଡ଼ିଥିବା ସୂଚନା

Previous ArticleNext Article

Send this to a friend