ବଢ଼ି ଚାଲିଛି ପାରଦ: ଆଜି ୯ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ; ୪୩ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ, ବଲାଙ୍ଗିରରେ ୪୨.୮, ଭବାନୀପାଟଣା ୪୧.୫, ହୀରାକୁଦ ୪୧.୧, ତାଳଚେର ଓ ସମ୍ବଲପୁର ୪୦.୭, ଭୁବନେଶ୍ୱର ୩୮.୪ ଓ କଟକ ୩୭ ଡିଗ୍ରୀ ତାପମାତ୍ରା

Previous ArticleNext Article

Send this to a friend