କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନ ନେଇ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ, ଝଡ଼ ତୋଫାନ ସହ ୫୦ରୁ ୬୦କିମି ପବନ ବହିବା ସମ୍ଭାବନା, ଅପରାହ୍ନ ସାଢେ ୨ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

Previous ArticleNext Article

Send this to a friend