ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ

ମୁମ୍ବାଇ: ଲଗାତାର ଦୁଇଦିନ ଧରି ସୁନା ଦର ହ୍ରାସ ପାଇ ୨୫ ହଜାର ତଳକୁ ଖସିଛି। ଆଜି ସୁନା ଦର ୧୦ ଗ୍ରାମ ପିଛା ୨୪ ହଜାର ୭୬୦ ଟଙ୍କ। ରହିଛି। ଅନ୍ତର୍ଜାତୀୟ ବଜାରରେ ଗତ ୫ ବର୍ଷରେ ସୁନା ଦର ସବୁଠୁ ନିମ୍ନସ୍ତରକୁ ଖସିଯିବା ପରେ, ଭାରତୀୟ ମାର୍କେଟରେ ଏହାର ଦର ହ୍ରାସ ପାଇଛି। ଭାରତୀୟ ମାର୍କେଟରେ ଆଜିର ଦର ଗତ ଦୁଇବର୍ଷରେ ସର୍ବନିମ୍ନ। ବିଶେଷଜ୍ଞଙ୍କ କହିବା କଥା ହେଲା, ଆଗାମୀ କିଛି ମାସ ପର୍ଯ୍ୟନ୍ତ […]

gold

gold

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 03:59 PM IST

Sports

Latest News

ମୁମ୍ବାଇ: ଲଗାତାର ଦୁଇଦିନ ଧରି ସୁନା ଦର ହ୍ରାସ ପାଇ ୨୫ ହଜାର ତଳକୁ ଖସିଛି। ଆଜି ସୁନା ଦର ୧୦ ଗ୍ରାମ ପିଛା ୨୪ ହଜାର ୭୬୦ ଟଙ୍କ। ରହିଛି। ଅନ୍ତର୍ଜାତୀୟ ବଜାରରେ ଗତ ୫ ବର୍ଷରେ ସୁନା ଦର ସବୁଠୁ ନିମ୍ନସ୍ତରକୁ ଖସିଯିବା ପରେ, ଭାରତୀୟ ମାର୍କେଟରେ ଏହାର ଦର ହ୍ରାସ ପାଇଛି। ଭାରତୀୟ ମାର୍କେଟରେ ଆଜିର ଦର ଗତ ଦୁଇବର୍ଷରେ ସର୍ବନିମ୍ନ। ବିଶେଷଜ୍ଞଙ୍କ କହିବା କଥା ହେଲା, ଆଗାମୀ କିଛି ମାସ ପର୍ଯ୍ୟନ୍ତ ସୁନା ଦର ଆହୁରି ହ୍ରାସ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos