ସେନସେକ୍ସର ୨୦ କମ୍ପାନୀରୁ ଏଫଆଇଆଇ ଅଚାନକ କମାଇଲା ଅଂଶଧନ

 ମୁମ୍ବାଇ: ବିଦେଶୀ ସଂସ୍ଥାନ ନିବେଶକ (ଏଫଆଇଆଇ) ଏପ୍ରିଲ-ଜୁନ ତିନିମାସ ମଧ୍ୟରେ ଟାଟା ଷ୍ଟିଲ ଓ ଆଇଟିସି ସହିତ ସେନସେକ୍ସର ୨୦ଟି କମ୍ପାନୀରେ ତାର ଅଂଶଧନ କମାଇଛି । ସେନସେକ୍ସରେ ସାମିଲ ୩୦ଟି କମ୍ପାନୀ ମଧ୍ୟରୁ ୨୦ଟି କମ୍ପାନୀରୁ ଏଫଆଇଆଇ ତାର ଅଂଶଧନ କମାଇଛି । ସେହିପରି ବାକି ୧୦ଟି କମ୍ପାନୀରେ ତାର ଅଂଶଧନକୁ ବଢାଇ ଦେଇଛି । ମାର୍କେଟ ବିଶେଷଜ୍ଞଙ୍କ ମତରେ କମ୍ପାନୀଗୁଡିକର ଆୟରେ ଧୀର ସୁଧାର, ଟେଷ୍ଟେଶନ ସମସ୍ୟା ଓ ଗ୍ରୀସ ସଙ୍କଟକୁ ନେଇ ବଜାରରେ […]

foreign-investment

foreign-investment

Rakesh Mallick
  • Published: Monday, 20 July 2015
  • Updated: 20 July 2015, 03:44 PM IST

Sports

Latest News

 ମୁମ୍ବାଇ: ବିଦେଶୀ ସଂସ୍ଥାନ ନିବେଶକ (ଏଫଆଇଆଇ) ଏପ୍ରିଲ-ଜୁନ ତିନିମାସ ମଧ୍ୟରେ ଟାଟା ଷ୍ଟିଲ ଓ ଆଇଟିସି ସହିତ ସେନସେକ୍ସର ୨୦ଟି କମ୍ପାନୀରେ ତାର ଅଂଶଧନ କମାଇଛି । ସେନସେକ୍ସରେ ସାମିଲ ୩୦ଟି କମ୍ପାନୀ ମଧ୍ୟରୁ ୨୦ଟି କମ୍ପାନୀରୁ ଏଫଆଇଆଇ ତାର ଅଂଶଧନ କମାଇଛି । ସେହିପରି ବାକି ୧୦ଟି କମ୍ପାନୀରେ ତାର ଅଂଶଧନକୁ ବଢାଇ ଦେଇଛି ।

ମାର୍କେଟ ବିଶେଷଜ୍ଞଙ୍କ ମତରେ କମ୍ପାନୀଗୁଡିକର ଆୟରେ ଧୀର ସୁଧାର, ଟେଷ୍ଟେଶନ ସମସ୍ୟା ଓ ଗ୍ରୀସ ସଙ୍କଟକୁ ନେଇ ବଜାରରେ ଦେଖାଦେଇଥିବା ଏପଟ ସେପଟ କାରଣରୁ ଆନ୍ତର୍ଜାତୀୟ ଓ ଘରୋଇ ବଜାରରୁ ଏଫଆଇଆଇ ନିଜ ଅଂଶଧନ କମାଇଛି । ଏହାବାଦ ବିଦେଶୀ ନିବେଶକମାନେ ଏପ୍ରିଲରୁ ଜୁନ ତିନିମାସ ମଧ୍ୟରେ ଭାରତୀୟ ସେୟାର ବଜାରରେ ମାତ୍ର ୫୪୭ କୋଟି ଟଙ୍କାର ନିବେଶ କରିଛନ୍ତି । ପୂର୍ବ ତିନିମାସରେ ଏମାନେ ୭୯ହଜାର କୋଟି ଟଙ୍କା ନିବେଶ କରିଥିଲେ ।

ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର କାର୍ଯ୍ୟକାରୀ ଉପାଧ୍ୟକ୍ଷ ୱ.କୋଷ, ପ୍ରବନ୍ଧକ ବି. ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତରେ ସର୍ଟ ଟର୍ମରେ ନିବେଶ କରିବାକୁ ବହୁତ କମ ସମ୍ଭାବନା ରହିଛି । ବିଦେଶୀ ନିବେଶକଙ୍କ ପାଇଁ ଘରୋଇ ପୁଞ୍ଜି ବଜାରରେ ଅର୍ଥ ଲଗାଇବାରେ କିଛି ଲାଭବାନ କାରଣ ବି ନାହିଁ । ମଧ୍ୟମ ଓ ଲଙ୍ଗ ଟର୍ମ ପୁଞ୍ଜି ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥାନ ବୋଲି ସେ କହିଛନ୍ତି ।

ଏଫଆଇଆଇ ଶେଷ ତିନିମାସରେ ଟାଟା ମୋଟର୍ସରୁ ନିଜ ଅଂଶଧନର ୫.୮୧ ପ୍ରତିଶତ କମାଇ୨୦.୪୯ ପ୍ରତିଶତ କରିଦେଇଛି । ସେହିପରି ଆଇଟିସିରେ ୫.୨୫ କମାଇ ୧୫.୪୭ ପ୍ରତିଶତ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରୁ ୪.୬୫ ପ୍ରତିଶତ ଅଂଶଧନ କମାଇ ୩୨.୯୯ ପ୍ରତିଶତ କରିଦେଇଛି । ଏହାବାଦ ହିଣ୍ଡୋଲକୋ ଇଣ୍ଡଷ୍ଟ୍ରି, ହିରୋ ମୋଟକାର୍ପ, ବାଜାଜ ଅଟୋ ଓ ଟାଟା ଷ୍ଟଲ ସହିତ ଅନ୍ୟ କମ୍ପାନୀରୁ ମଧ୍ୟ ଅଂଶଧନ କମାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story