ହ୍ୱାଟ୍ସ-ଆପ୍, ସ୍କାଇପି ଓ ଭାଇବର୍ ଉପରେ ନିୟନ୍ତ୍ରଣ ଆବଶ୍ୟକ

ନୂଆଦିଲ୍ଲୀ: ସାଧାରଣ ଫୋନ କଲ୍ ଭିଳି ଦେଶ ଭିତରେ ହ୍ୱାଟ୍ସ-ଆପ୍, ସ୍କାଇପି ଓ ଭାଇବର୍ ଆଦି ଇଣ୍ଟରେନେଟ୍ ଭିତ୍ତିକ ମେସେଜ୍ ଭିତ୍ତିକ ସେବାର ନିୟନ୍ତ୍ରଣ ହେବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି। ତେବେ ଅନ୍ତର୍ଜାତୀୟ କଲ୍ ପାଇଁ କୋହଳ ନୀତି ଅନୁସରଣ କରାଯିବ। ନେଟ୍ ନ୍ୟୁଟ୍ରାଲିଟି ପଲିସି ଅନ୍ତର୍ଗତ ସରକାର ଏହି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ଇଣ୍ଟରେନେଟ୍ ଆପ୍ଲିକେସନ୍ ଯୋଗେ ଗ୍ରାହକମାନେ ଶସ୍ତାରେ କଲ୍ କରି ପାରୁଥିବାରୁ ଟେଲିକମ୍ ଅପରେଟରମାନେ […]

app

app

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 05:51 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ଫୋନ କଲ୍ ଭିଳି ଦେଶ ଭିତରେ ହ୍ୱାଟ୍ସ-ଆପ୍, ସ୍କାଇପି ଓ ଭାଇବର୍ ଆଦି ଇଣ୍ଟରେନେଟ୍ ଭିତ୍ତିକ ମେସେଜ୍ ଭିତ୍ତିକ ସେବାର ନିୟନ୍ତ୍ରଣ ହେବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି। ତେବେ ଅନ୍ତର୍ଜାତୀୟ କଲ୍ ପାଇଁ କୋହଳ ନୀତି

ଅନୁସରଣ କରାଯିବ। ନେଟ୍ ନ୍ୟୁଟ୍ରାଲିଟି ପଲିସି ଅନ୍ତର୍ଗତ ସରକାର ଏହି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ଇଣ୍ଟରେନେଟ୍ ଆପ୍ଲିକେସନ୍ ଯୋଗେ ଗ୍ରାହକମାନେ ଶସ୍ତାରେ କଲ୍ କରି ପାରୁଥିବାରୁ ଟେଲିକମ୍ ଅପରେଟରମାନେ ଭଏସ୍ ଓ ଟେକ୍ସଟ୍ ମ୍ୟାସେଜ୍ ବାବଦକୁ କ୍ଷତି ସହୁଥିବା କହିଛନ୍ତି। ଏହାଦ୍ୱାରା ନେଟ୍ ନ୍ୟୁଟ୍ରାଲିଟି ନୀତିର ଉଲ୍ଲଙ୍ଘନ ହେଉଥିବା କୁହାଯାଉଛି। ନେଟ୍ ନ୍ୟୁଟ୍ରାଲିଟି ଅନୁସାରେ ଅନଲାଇନ୍ ସେବା ପ୍ରଦାନ କରୁଥିବା କଂପାନି ସମସ୍ତଙ୍କ ଟ୍ରାଫିକକୁ ସମାନ ଗୁରୁତ୍ୱ ଦେବେ। ଅର୍ଥାତ୍ ଗୋଟିଏ ଅନଲାଇନ ସେବାକୁ ପ୍ରମୋଟ୍ କରିବା ଲାଗି ଅନ୍ୟ ସେବାକୁ ଅବରୋଧ କିମ୍ୱା ଧୀମା କରାଯାଇ ପାରିବ ନାହିଁ। ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ନେଟ୍ ନ୍ୟୁଟ୍ରାଲିଟି ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story