ଛୋଟ ବ୍ୟବସାୟୀଙ୍କୁ ଟ୍ୟାକ୍ସରେ ମିଳିବ ରିହାତି: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ଛୋଟ ବ୍ୟବସାୟୀଙ୍କ ପାଇଁ ଖୁସି ଖବର। ବର୍ଷକୁ ୨କୋଟି ଟଙ୍କା ରୋଜଗାର କରୁଥିବା ଛୋଟ ବ୍ୟବସାୟୀଙ୍କୁ ଟ୍ୟାକ୍ସରେ ରିହାତି ମିଳିବ। ପୂର୍ବରୁ ଦେଉଥିବା ୮ ପ୍ରତିଶତ ଟ୍ୟାକ୍ସକୁ କମ୍‌ କରାଯାଇ ୬ ପ୍ରତିଶତ କରାଯାଇଥିବା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ବିମୁଦ୍ରାକରଣ ନିଷ୍ପତ୍ତି ପରେ ସ୍ଥିତିରେ ସୁଧାର ଆଣିବା ପାଇଁ ଏବଂ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୁଫଲ […]

arun-jaitely

arun-jaitely

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 04:14 PM IST

Sports

Latest News

ନୂଆଦିଲ୍ଲୀ: ଛୋଟ ବ୍ୟବସାୟୀଙ୍କ ପାଇଁ ଖୁସି ଖବର। ବର୍ଷକୁ ୨କୋଟି ଟଙ୍କା ରୋଜଗାର କରୁଥିବା ଛୋଟ ବ୍ୟବସାୟୀଙ୍କୁ ଟ୍ୟାକ୍ସରେ ରିହାତି ମିଳିବ। ପୂର୍ବରୁ ଦେଉଥିବା ୮ ପ୍ରତିଶତ ଟ୍ୟାକ୍ସକୁ କମ୍‌ କରାଯାଇ ୬ ପ୍ରତିଶତ କରାଯାଇଥିବା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ବିମୁଦ୍ରାକରଣ ନିଷ୍ପତ୍ତି ପରେ ସ୍ଥିତିରେ ସୁଧାର ଆଣିବା ପାଇଁ ଏବଂ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୁଫଲ ଉପରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story