ଛୋଟ ବ୍ୟବସାୟୀଙ୍କୁ ଟ୍ୟାକ୍ସରେ ମିଳିବ ରିହାତି: ଅରୁଣ ଜେଟଲୀ

arun-jaitely

ନୂଆଦିଲ୍ଲୀ: ଛୋଟ ବ୍ୟବସାୟୀଙ୍କ ପାଇଁ ଖୁସି ଖବର। ବର୍ଷକୁ ୨କୋଟି ଟଙ୍କା ରୋଜଗାର କରୁଥିବା ଛୋଟ ବ୍ୟବସାୟୀଙ୍କୁ ଟ୍ୟାକ୍ସରେ ରିହାତି ମିଳିବ। ପୂର୍ବରୁ ଦେଉଥିବା ୮ ପ୍ରତିଶତ ଟ୍ୟାକ୍ସକୁ କମ୍‌ କରାଯାଇ ୬ ପ୍ରତିଶତ କରାଯାଇଥିବା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ବିମୁଦ୍ରାକରଣ ନିଷ୍ପତ୍ତି ପରେ ସ୍ଥିତିରେ ସୁଧାର ଆଣିବା ପାଇଁ ଏବଂ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୁଫଲ ଉପରେ ଆଲୋଚନା କରିଥିଲେ।

Previous ArticleNext Article

Send this to a friend