ଆସନ୍ତା ୭ ବର୍ଷରେ ଲାଭା ନିବେଶ କରିବ ୨,୬୧୫ କୋଟି

ନୂଆଦିଲ୍ଲୀ: ଘରୋଇ ହ୍ୟାଣ୍ଡସେଟ୍ ନିର୍ମାତା ଲାଭା କେନ୍ଦ୍ର ସରକାରଙ୍କ ’ମେକ୍ ଇନ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବ। ଏଥିପାଇଁ କମ୍ପାନୀ ଆସନ୍ତା ୭ ବର୍ଷରେ ଦେଶରେ ୨,୬୧୫ କୋଟି ଟଙ୍କା ନିବେଶ କରିବ। ଦେଶର ଦୁଇଟି ସ୍ଥାନରେ ଏହା ମାନୁଫେକ୍ଚରିଂ ୟୁନିଟ୍ (ଉତ୍ପାଦନ ୟୁନିଟ୍) ସ୍ଥାପନ କରିବ। ଏହି ଦୁଇଟି ୟୁନିଟ୍ ସ୍ଥାପନ ହୋଇଗଲେ ମାସକୁ ୧୮ ନିୟୁତ ହ୍ୟାଣ୍ଡସେଟ୍ ଉତ୍ପାଦନ କରି ପାରିବ ବୋଲି ଲାଭା ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହରି ଓମ୍ […]

Lava-Mobiles-Logo

Lava-Mobiles-Logo

Rakesh Mallick
  • Published: Monday, 27 July 2015
  • Updated: 27 July 2015, 03:16 PM IST

Sports

Latest News

ନୂଆଦିଲ୍ଲୀ: ଘରୋଇ ହ୍ୟାଣ୍ଡସେଟ୍ ନିର୍ମାତା ଲାଭା କେନ୍ଦ୍ର ସରକାରଙ୍କ ’ମେକ୍ ଇନ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବ। ଏଥିପାଇଁ କମ୍ପାନୀ ଆସନ୍ତା ୭ ବର୍ଷରେ ଦେଶରେ ୨,୬୧୫ କୋଟି ଟଙ୍କା ନିବେଶ କରିବ। ଦେଶର ଦୁଇଟି ସ୍ଥାନରେ ଏହା ମାନୁଫେକ୍ଚରିଂ ୟୁନିଟ୍ (ଉତ୍ପାଦନ ୟୁନିଟ୍) ସ୍ଥାପନ କରିବ। ଏହି ଦୁଇଟି ୟୁନିଟ୍ ସ୍ଥାପନ ହୋଇଗଲେ ମାସକୁ ୧୮ ନିୟୁତ ହ୍ୟାଣ୍ଡସେଟ୍ ଉତ୍ପାଦନ କରି ପାରିବ ବୋଲି ଲାଭା ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହରି ଓମ୍ ରାୟ କହିଛନ୍ତି । ସେ କହିଛନ୍ତି, ଦୁଇଟି ମାନୁଫେକ୍ଚରିଂ ୟୁନିଟ୍ ମଧ୍ୟରୁ ଗୋଟିଏ ଉତ୍ତର ଭାରତରେ ଓ ଆଉ ଗୋଟିଏ ଦକ୍ଷିଣ ଭାରତରେ ସ୍ଥାପନ କରାଯିବ।

କମ୍ପାନୀର ମୁଖ୍ୟ ମାନୁଫେକ୍ଚରିଂ ଅଧିକାରୀ ସଞ୍ଜୀବ ଅଗ୍ରୱାଲ କହିଛନ୍ତି, ଏବେ ଆମର ନୋଇଡାରେ ଏକ ମାନୁଫେକ୍ଚରିଂ ୟୁନିଟ୍ ରହିଛି। ଦ୍ୱିତୀୟ ମାନୁଫେକ୍ଚରିଂ ୟୁନିଟ ୨୦୧୭ ସୁଦ୍ଧା କାର୍ଯ୍ୟକାରୀ ହୋଇଯିବ। ତାପରେ ତୃତୀୟ ୟୁନିଟ୍ କଥା ଚିନ୍ତା କରାଯିବ। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଚାଲିଛି। ଥରେ ତିନିଟି ଯାକ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଗଲେ କମ୍ପାନୀ ପ୍ରତି ମାସରେ ୧୮ ନିୟୁତ ହ୍ୟାଣ୍ଡସେଟ୍ ଉତ୍ପାଦନ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story