ବାର୍ଷିକ ଲାଭର ୩% କର୍ମଚାରୀଙ୍କୁ ଦେବାକୁ ଅର୍ଥ ମନ୍ତ୍ରଣାଳୟର ଅନୁମତି ଲୋଡ଼ିଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ବାର୍ଷିକ ଲାଭରୁ ୩% କର୍ମଚାରୀମାନଙ୍କୁ ଦେବା ପାଇଁ ଯୋଜନା କରିଛି। ଶୁକ୍ରବାର ଏସବିଆଇର ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ଯୋଜନା କରିଛି।  ଆଉ ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅନୁମତି ଲୋଡ଼ାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ନେବେ।

sbi

sbi

Rakesh Mallick
  • Published: Friday, 17 July 2015
  • Updated: 17 July 2015, 11:23 AM IST

Sports

Latest News

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ବାର୍ଷିକ ଲାଭରୁ ୩% କର୍ମଚାରୀମାନଙ୍କୁ ଦେବା ପାଇଁ ଯୋଜନା କରିଛି। ଶୁକ୍ରବାର ଏସବିଆଇର ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ଯୋଜନା କରିଛି।  ଆଉ ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅନୁମତି ଲୋଡ଼ାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ନେବେ।

ArundhatiBhattacharya

ଅରୁନ୍ଧତି କହିଛନ୍ତି, ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାର ଆବଶ୍ୟକ ରହିଛି। ବିଶେଷ କରି ସିନିୟର ମ୍ୟାନେଜମେଣ୍ଟ୍ ଓ ମିଡ୍-ଲେଭେଲ୍ ମ୍ୟାନେଜମେଣ୍ଟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହା ଆବଶ୍ୟକ। କାରଣ ପବ୍ଲିକ୍ ସେକ୍ଟରରେ ଏହି ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଲୋକ ବହୁତ ଅଧିକ ଅର୍ଥ ପାଉଛନ୍ତି। ତେଣୁ ପବ୍ଲିକ୍ ସେକ୍ଟରରେ ନିଜ ଯୋଗ୍ୟତା ଓ କଠିନ ପରିଶ୍ରମକୁ ଭିତ୍ତି କରି ଉଚ୍ଚ ସ୍ତରକୁ ଉଠୁଥିବା ବ୍ୟକ୍ତିମାନଙ୍କୁ ପ୍ରାଇଭେଟ୍ ସେକ୍ଟରଗୁଡ଼ିକୁ ବେଶ୍ ଆରମରେ ହାତେଇ ନେଉଛନ୍ତି। ଏବେ କର୍ମଚାରୀମାନଙ୍କ ମଧ୍ୟରେ ଛାଡ଼ିବା ଓ ନୂଆ ସ୍ଥାନରେ ଯୋଗ ଦେବାର ମନୋବୃତ୍ତି ଚାଲିଛି। ବିଶେଷ କରି ନୂଆ କରି ଗଢ଼ି ଉଠୁଥିବା ବ୍ୟାଙ୍କର କର୍ମଚାରୀମାନଙ୍କ ମଧ୍ୟରେ ଏହି ମନୋବୃତ୍ତି ଅଧିକ। ପୁଣି ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ନୂଆ ନୂଆ କଂପାନୀ ପ୍ରବେଶ କରୁଛନ୍ତି। ତେଣୁ ବଜାରରେ ପ୍ରତିଯୋଗିତାକୁ ଦେଖି ଏସବିଆଇ ବି ସୁନିଶ୍ଚିତ କରିବାକୁ ଚାହୁଁଛି ଏହା ତା’ର କର୍ମଚାରୀମାନଙ୍କୁ ଭଲ ଅର୍ଥ ଦିଏ।

ବାର୍ଷିକ ଲାଭର ୩% କର୍ମଚାରୀମାନଙ୍କୁ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଅନୁମତି ମାଗିଥିବା ଏସବିଆଇ ଆଉ ଏକ ଯୋଜନା ମଧ୍ୟ କରିଛି। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଅଂଶଧନ କିଣା ଯୋଜନା ପ୍ରସ୍ତୁତି କରିଛି। ଏଥିରେ ପଦପଦବୀର କୌଣସି ବାଧା ରହିବ ନାହିଁ। ଏହି ଯୋଜନା ବଳରେ ଏସବିଆଇ ୮୦୦ରୁ ୧୦୦୦ କୋଟି ଟଙ୍କା ଉଠାଇ ପାରିବ ବୋଲି ଆଶା ରଖିଛି।

ଏସବିଆଇରେ ଏବେ ୨.୩ ଲକ୍ଷ କର୍ମଚାରୀ ଅଛନ୍ତି।

୨୦୧୫ ମାର୍ଚ୍ଚ ମାସରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଏସବିଆଇର ନେଟ୍ ଲାଭ ୨୦ ପ୍ରତିଶତ ବଢ଼ି ୧୩,୧୦୧.୫୭ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପରିମାଣ ୧୦,୮୯୧.୧୭ କୋଟି ଟଙ୍କା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story