ବେଆଇନ୍ ଟେଲିକମ୍ ଲାଇନ୍ ସଂଯୋଗ: ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଦୟାନିଧି ମାରାନଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ: ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଦୟାନିଧି ମାରାନଙ୍କୁ ବୁଧବାର ସିବିଆଇ ପଚରାଉଚରା କରିଛି। ମନ୍ତ୍ରୀ ଥିବା ବେଳେ ଚେନ୍ନାଇସ୍ଥିତ ତାଙ୍କ ବୋଟ୍ ହାଉସ୍ ଘର ଓ ସନ୍ ଟିଭି ଅଫିସ ମଧ୍ୟରେ ୩୦୦ ହାଇ ଡାଟା କ୍ଷମତା ବିଶିଷ୍ଟ ବିଏସ୍ଏନଏଲ ଟେଲିକମର ଲାଇନ୍ ସଂଯୋଗ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେ ଆଜି ସକାଳ ୧୧ଟା ବେଳେ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସିବିଆଇର ଏକ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଟିମର ଅଧିକାରୀମାନେ ପଚରାଉଚରା […]

dayanidha

dayanidha

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 12:25 PM IST

ନୂଆଦିଲ୍ଲୀ: ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଦୟାନିଧି ମାରାନଙ୍କୁ ବୁଧବାର ସିବିଆଇ ପଚରାଉଚରା କରିଛି। ମନ୍ତ୍ରୀ ଥିବା ବେଳେ ଚେନ୍ନାଇସ୍ଥିତ ତାଙ୍କ ବୋଟ୍ ହାଉସ୍ ଘର ଓ ସନ୍ ଟିଭି ଅଫିସ ମଧ୍ୟରେ ୩୦୦ ହାଇ ଡାଟା କ୍ଷମତା ବିଶିଷ୍ଟ ବିଏସ୍ଏନଏଲ ଟେଲିକମର ଲାଇନ୍ ସଂଯୋଗ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେ ଆଜି ସକାଳ ୧୧ଟା ବେଳେ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସିବିଆଇର ଏକ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଟିମର ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ଟାକ୍ସ ଫୋର୍ସ ମାମଲାର ତଦନ୍ତ କରୁଛି।

ମାରାନଙ୍କୁ ସିବିଆଇ ପଚରାଉଚରା ପାଇଁ ସୋମବାର ଡାକିଥିଲା। ତେବେ ସେ ଆସି ନଥିଲେ। ସେ ମାଡ୍ରାସ ହାଇକୋର୍ଟରେ ଅନ୍ତରୀଣ ଜାମିନ୍ ଆବେଦନ କରିଥିଲେ। କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍ ମଂଜୁର କରିଥିଲେ। ତା’ପରେ ଆଜି ସେ ସିବିଆଇ ନିକଟରେ ଉପସ୍ଥିତ ହୋଇଥିଲେ।

ଅଭିଯୋଗ ଅନୁଯାୟୀ ବିଏସଏନଏଲର ମହାପ୍ରବନ୍ଧକଙ୍କ ନାଁରେ ଥିବା ୩୨୩ଟି ରେସିଡେନସିଆଲ୍ ଲାଇନକୁ ମାରାନଙ୍କ ବୋଟ୍ ହାଉସ୍ ଓ ସନ୍ ଟିଭି ମଧ୍ୟରେ ସଂଯୋଗ କରାଯାଇଥିଲା। ଏକ ଡେଡିକେଟେଡ୍ ଅଣ୍ଡରଗ୍ରାଉଣ୍ଡ୍ କେବୁଲ୍ ଯୋଗେ ଏହି ସଂଯୋଗ କରାଯାଇଥିଲା। ଏହି ଲାଇନ୍ ଗୁଡ଼ିକ ସାଧାରଣ ନଥିଲା। ଏଗୁଡ଼ିକ ହେଉଛି ଦାମୀ ଆଇଏସଡିଏନ୍ ଲାଇନ୍। ଏହା ମାଧ୍ୟମରେ ବଡ଼ ଧରଣର ଡାଟା ଟ୍ରାନ୍ସଫର କରାଯାଇପାରିବ, ଯେମିତିକି ଟିଭି ଖବର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ। ଖାସ୍ ସେହି ଉଦ୍ଦେଶ୍ୟ ରଖି ଏହି ଲାଇନଗୁଡ଼ିକୁ ମାରାନଙ୍କ ଘର ଓ ସନ୍ ଟିଭି ଅଫିସ୍ ମଧ୍ୟରେ ଏହି ଲାଇନ୍ ଗୁଡ଼ିକ ସଂଯୋଗ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଆଉ ଏହା ପୂରା ବେଆଇନ କାମ ବୋଲି କୁହାଯାଇଛି।

୨୦୧୧ରୁ ଏହି ମାମଲାର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story