ଚଳିତ ବର୍ଷ ୬୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ଟିସିଏସ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୬୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି। କମ୍ପାନୀର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ଡିଜିଟାଲ ଟେକ୍ନୋଲୋଜିରେ କାମ କରୁଥିବା ଏକ ଲକ୍ଷ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେବ। ଡିଜିଟାଲ ସଲ୍ୟୁସନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ସାଇରସ ମିସ୍ତ୍ରୀ କହିଛନ୍ତି ଯେ, କମ୍ପାନୀର କର୍ମଚାରୀମାନଙ୍କୁ ତାଲିମ ଦେବା ପାଇଁ ଅର୍ଥ ବ୍ୟୟ କରାଯିବ। […]

TCS

TCS

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 10:12 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୬୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି। କମ୍ପାନୀର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ଡିଜିଟାଲ ଟେକ୍ନୋଲୋଜିରେ କାମ କରୁଥିବା ଏକ ଲକ୍ଷ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେବ। ଡିଜିଟାଲ ସଲ୍ୟୁସନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସାଇରସ ମିସ୍ତ୍ରୀ କହିଛନ୍ତି ଯେ, କମ୍ପାନୀର କର୍ମଚାରୀମାନଙ୍କୁ ତାଲିମ ଦେବା ପାଇଁ ଅର୍ଥ ବ୍ୟୟ କରାଯିବ। ଏବଂ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଯୋଜନା କରାଯାଇଛି।

ସେହିପରି ଆସନ୍ତା କିଛି ବର୍ଷ ମଧ୍ୟରେ କମ୍ପାନୀ ଡିଜିଟାଲ ସ୍ପେସ ଓ ମୋବାଇଲ ଆଦିରୁ ଆହୁରି ୫ ମିଲିୟନ ଡଲାର ରାଜସ୍ୱ ବଢାଇବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story