ଡିଜିଟାଲ ଇଣ୍ଡିଆ ପାଇଁ ୪.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡିଜିଟାଲ ଇଣ୍ଡିଆରେ ଉଦଘାଟନ କରିଛନ୍ତି। ଦେଶର ସବୁ ଲୋକ ଯେଭଳି ସୂଚନା ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇପାରିବେ ସେହି ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ନିବେଶ କରିବେ ୧ ଲକ୍ଷ ୧୩ ହଜାର କୋଟି ଟଙ୍କା। ସେହିପରି ବିଭିନ୍ନ ଭାରତୀୟ କଂପାନୀ ୪.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା ଏହି ଯୋଜନାରେ […]

digitlaindiacompany

digitlaindiacompany

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 05:39 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡିଜିଟାଲ ଇଣ୍ଡିଆରେ ଉଦଘାଟନ କରିଛନ୍ତି। ଦେଶର ସବୁ ଲୋକ ଯେଭଳି ସୂଚନା ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇପାରିବେ ସେହି ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ନିବେଶ କରିବେ ୧ ଲକ୍ଷ ୧୩ ହଜାର କୋଟି ଟଙ୍କା। ସେହିପରି ବିଭିନ୍ନ ଭାରତୀୟ କଂପାନୀ ୪.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା ଏହି ଯୋଜନାରେ ଦେଶର ୧୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ।

ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ପ୍ରମୁଖ ଉଦ୍ୟୋଗପତି ଯୋଗ ଦେଇଥିଲେ। ଆରଆଇଏଲର ଅଧ୍ୟକ୍ଷ ମୁକେଶ ଆମ୍ବାନୀ, ଟାଟା ଗ୍ରୁପର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ, ୱିପ୍ରୋର ଅଧ୍ୟକ୍ଷ ଅଜିମ ପ୍ରେମଜୀ, ଭାରତୀ ଗ୍ରୁପର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଓ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ପ୍ରମୁଖ ଯୋଗ ଦେଇ ଡିଜିଟାଲ ଇଣ୍ଡିଆର ଯୋଜନା ମୁତାବକ ସେମାନଙ୍କ କମ୍ପାନୀ କରିବାକୁ ଥିବା ନିବେଶ ସମ୍ପର୍କରେ ସୂଚନା ଦେଇଥିଲେ।

ମୁକେଶ ଆମ୍ବାନୀ କହିଥିଲେ ଯେ, ଆସନ୍ତା ୫ ବର୍ଷରେ ତାଙ୍କ କମ୍ପାନୀ ଡିଜିଟାଲ ଇଣ୍ଡିଆ ଯୋଜନାରେ ୨.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ।

ଟାଟା ଗ୍ରୁପ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଏହାକୁ ସଫଳ କରାଇବା ପାଇଁ ତାଙ୍କ କଂପାନୀ ସରକାରଙ୍କ ସହିତ ମିଶି କାମ କରିବ ବୋଲି କହିଥିଲେ। ଚଳିତ ବର୍ଷ ତାଙ୍କ କମ୍ପାନୀ ଟିସିଏସରେ ୬୦ ହଜାର ଆଇଟି ପ୍ରଫେସନାଲଙ୍କୁ ନିଯୁକ୍ତି ଦେବ ବୋଲି ସେ କହିଥିଲେ।

ଆଦିତ୍ୟ ବିରଲା ଅଧ୍ୟକ୍ଷ କେ.ଏମ ବିରଲା କହିଥିଲେ ଯେ ତାଙ୍କ କମ୍ପାନୀ ଆସନ୍ତା ୫ ବର୍ଷରେ ଏହି ଯୋଜନାରେ ପାଖାପାଖି ୪୫ ହଜାର କୋଟି ଟଙ୍କା ନିବେଶ କରିବ।

ଭାରତୀ ଗ୍ରୁପ୍ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଥିଲେ ଯେ ଆସନ୍ତା ୫ ବର୍ଷରେ ତାଙ୍କ କଂପାନୀ ଡିଜିଟାଲ ଇଣ୍ଡିଆ ଯୋଜନାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ।

ସେହିପରି ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନୀଲ ଆମ୍ବାନୀ କହିଥିଲେ ଯେ ଆସନ୍ତା କିଛି ବର୍ଷରେ ତାଙ୍କ ଗ୍ରୁପ୍ ଏହି ଯୋଜନାରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବ। ଅନୀଲ ଆମ୍ଭାନୀ ଡିଜିଟାଲ୍, କ୍ଲାଉଡ କମ୍ପ୍ୟୁଟିଂ ଓ ଟେଲିକମ୍ ସେକ୍ଟରରେ ଏହି ନିବେଶ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story