ବଜାରକୁ ଆସିବାକୁ ପ୍ରସ୍ତୁତ ‘Bajaj  Pulsar 150 NS’

bajaj-pulsar-150ns

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ପଲ୍‌ସର ୧୫୦ ଏନ୍‌ଏସ୍‌। ଏହାର ଏକ୍ସ-ସୋରୁମ୍‌ ଦର ରହିଛି ୭୩,୦୦୦। ଏହି ସ୍ପୋର୍ଟ୍ସ ବାଇକ୍‌ଟି ବଜାଜ୍‌ ପଲ୍‌ସ୍‌ର ୧୫୦ ଡିଟିଏସ୍‌-ଆଇର ପରବର୍ତ୍ତୀ ସଂସ୍କରଣ। ଏହି ବାଇକ୍‌ଟି ଭାରତୀୟ ବଜାରରେ ପ୍ରବେଶ କରିବା ପୂର୍ବରୁ ବିଦେଶକୁ ୨୦,୦୦୦ ୟୁନିଟ୍‌ ରପ୍ତାନୀ କରାଯାଇଛି ବୋଲି ବଜାଜ୍‌ ଅଟୋ କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି ବାଇକ୍‌ରେ ନିମ୍ନଲିଖିତ ଅତ୍ୟାଧୁନିକ ସୁବିଧାମାନ ରହିଛି।

Displacement 149.5 cc
Maximum Power 16.8 BHP @ 9500 rpm
Maximum Torque 13 NM @ 7500 rpm
Gearbox 5-Speed gearbox
Ground Clearance 175 mm
Kerb/Wet Weight 140 kg
Fuel Tank Capacity 12 litres
Top Speed 120 kmph
Previous ArticleNext Article

Send this to a friend