ଜୁନରେ ୟାମାହାର ବାଇକ୍ ବିକ୍ରି ୨୬% ବଢିଛି

yamaha

ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ ଜୁନ୍ ମାସରେ ଦେଶରେ ୫୧,୪୩୨ଟି ବାଇକ୍ ବିକ୍ରି କରିଛି। ଆଉ ଏହା ଗତବର୍ଷର ଏହି ମାସ ତୁଳନାରେ ୨୬% ଅଧିକ। ୨୦୧୪ ଜୁନ ମାସରେ କମ୍ପାନୀ ୪୦,୬୬୬ ଟି ବାଇକ୍ ବିକ୍ରି କରିଥିଲା।

ସେହିପରି ୨୦୧୫ ଜୁନ ମାସରେ କମ୍ପାନୀ ୧୪,୭୦୮ଟି ବାଇକ୍ ରପ୍ତାନୀ କରିଛି। ଆଉ ଏହା ଗତବର୍ଷ ଜୁନ ମାସ ତୁଳନାରେ ୧୫% ଅଧିକ ରହିଛି। ଗତବର୍ଷ ଜୁନ ମାସରେ କମ୍ପାନୀ ୧୨,୮୧୯ଟି ବାଇକ୍ ରପ୍ତାନୀ କରିଥିଲା।

Previous ArticleNext Article

Send this to a friend