କେରଳ: ୬୨ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍ ଜବତ

କାଲିକଟ: କେରଳର କାରିପୁର ବିମାନବନ୍ଦରରୁ ରବିବାର ଜଣେ ଯାତ୍ରୀଙ୍କଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରଯାଇଛି। ଏଗୁଡ଼ିକ ଓଜନ ୨.୩୩ କିଲୋଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୬୨.୨୧ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଯାତ୍ରୀ ଜଣଙ୍କ ଦୁବାଇରୁ ଫେରିଥିଲେ। ତାଙ୍କ ନାଁ ଭି.ଏ ହରିଶ (୩୫)। ତାଙ୍କୁ ଗିରଫ କରାଯାଇଛି। ଏୟାର କଷ୍ଟମ୍ ଆସିଷ୍ଟାଣ୍ଟ୍ କମିଶନର ଜେ ଆନନ୍ଦ କୁମାର କହିଛନ୍ତି, ସୁନା ବିସ୍କୁଟ୍ ଗୁଡ଼ିକ ବିମାନର ଚଟାଣରେ ପଡ଼ିଥିବା ମ୍ୟାଟ୍ ତଳେ ରଖାଯାଇଥିଲା। ସେହି […]

goldbiscuit

goldbiscuit

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 12:16 PM IST

Sports

Latest News

କାଲିକଟ: କେରଳର କାରିପୁର ବିମାନବନ୍ଦରରୁ ରବିବାର ଜଣେ ଯାତ୍ରୀଙ୍କଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରଯାଇଛି। ଏଗୁଡ଼ିକ ଓଜନ ୨.୩୩ କିଲୋଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୬୨.୨୧ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଯାତ୍ରୀ ଜଣଙ୍କ ଦୁବାଇରୁ ଫେରିଥିଲେ। ତାଙ୍କ ନାଁ ଭି.ଏ ହରିଶ (୩୫)। ତାଙ୍କୁ ଗିରଫ କରାଯାଇଛି।

ଏୟାର କଷ୍ଟମ୍ ଆସିଷ୍ଟାଣ୍ଟ୍ କମିଶନର ଜେ ଆନନ୍ଦ କୁମାର କହିଛନ୍ତି, ସୁନା ବିସ୍କୁଟ୍ ଗୁଡ଼ିକ ବିମାନର ଚଟାଣରେ ପଡ଼ିଥିବା ମ୍ୟାଟ୍ ତଳେ ରଖାଯାଇଥିଲା। ସେହି ପାଖରେ ହିଁ ହରିଣ ବସିଥିଲେ। ସନ୍ଦେହରେ  ତାଙ୍କୁ ପଚରାଉଚରା କରାଯାଇଥିଲା। ଆଉ ସେ ମାନିଥିଲେ ଯେ ସୁନା ବିସ୍କୁଟଗୁଡ଼ିକ ତାଙ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story