ଜାଣନ୍ତୁ ହ୍ୱାଇଟ୍ ଗୋଲ୍ଡ କ’ଣ ଓ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ପର୍ବପର୍ବାଣୀ କିମ୍ବା ବାହାଘର ବ୍ରତଘର ଭଳି କର୍ମରେ ଗହଣାର ଚାହିଦା ବଢିଯାଏ। ଏହିଦିନ ଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ସୁନାର ଡିମାଣ୍ଡ ଅଧିକ ଥାଏ। କିନ୍ତୁ ଆପଣ ଜାଣନ୍ତି କି ବଜାରରେ ଦୁଇ ପ୍ରକାରର ସୁନା ବିକ୍ରି ହୋଇଥାଏ। ଗୋଟିଏ ସୁନାର ରଙ୍ଗ ହଳଦୀଆ। ଯାହା ସାଧାରଣରେ ବ୍ୟବହାର କରାଯାଇଥାଏ। ଅନ୍ୟଟି ଧଳା ରଙ୍ଗରେ ହୋଇଥାଏ। ଏହାକୁ ହ୍ୱାଇଟ୍‌ ଗୋଲ୍ଡ କୁହାଯାଏ। ଯାହା ଦେଖିବାକୁ ପ୍ଲାଟିନମ୍ ଧାତୁ ପରି ହୋଇଥାଏ। ଆସନ୍ତୁ ଏହି ଧାତୁ ବିଷୟରେ ଅଧିକ […]

white gold

white gold

Rakesh Mallick
  • Published: Monday, 04 December 2017
  • Updated: 04 December 2017, 06:07 PM IST

Sports

Latest News

ନୂଆଦିଲ୍ଲୀ: ପର୍ବପର୍ବାଣୀ କିମ୍ବା ବାହାଘର ବ୍ରତଘର ଭଳି କର୍ମରେ ଗହଣାର ଚାହିଦା ବଢିଯାଏ। ଏହିଦିନ ଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ସୁନାର ଡିମାଣ୍ଡ ଅଧିକ ଥାଏ। କିନ୍ତୁ ଆପଣ ଜାଣନ୍ତି କି ବଜାରରେ ଦୁଇ ପ୍ରକାରର ସୁନା ବିକ୍ରି ହୋଇଥାଏ। ଗୋଟିଏ ସୁନାର ରଙ୍ଗ ହଳଦୀଆ। ଯାହା ସାଧାରଣରେ ବ୍ୟବହାର କରାଯାଇଥାଏ। ଅନ୍ୟଟି ଧଳା ରଙ୍ଗରେ ହୋଇଥାଏ। ଏହାକୁ ହ୍ୱାଇଟ୍‌ ଗୋଲ୍ଡ କୁହାଯାଏ। ଯାହା ଦେଖିବାକୁ ପ୍ଲାଟିନମ୍ ଧାତୁ ପରି ହୋଇଥାଏ। ଆସନ୍ତୁ ଏହି ଧାତୁ ବିଷୟରେ ଅଧିକ କିଛି ଜାଣିବା।

white goldହ୍ୱାଇଟ୍‌ ଗୋଲ୍‌ଡରେ ପାଲାଡିୟମ୍, ପ୍ଲାଟିନମ୍‌, ରୂପା ଓ ନିକେଲ୍ ଧାତୁର ପ୍ରେଲେପ ଦିଆଯାଇଥାଏ। ଏହିଭଳି ଧାଳା ଧାତୁକୁ ସୁନାରେ ମିଶାଇ ହ୍ୱାଇଟ୍ ଗୋଲ୍ଡ ତିଆରି କରାଯାଇଥାଏ। ଏଥିରେ ପ୍ଲାଟିନମ୍‌ ଧାତୁ ମିଶାଇଲେ ଏହା ଗ୍ରେ କଲର ହେବା ସହିତ ରୋହଡିୟମ୍ ଧାତୁଠାରୁ ବି ଅଧିକ ମହଙ୍ଗା ହୋଇଥାଏ। ବଜାରରେ ହ୍ୱାଇଟ୍‌ ଗୋଲ୍ଡରେ ଅଧିକାଂଶ ନିକେଲ୍‌ର ପ୍ରଲେପ ଦିଆଯାଇଥାଏ। ଏହା ସୁନାଠାରୁ ଅଧିକ ମଜବୁତ ଓ ଦୀର୍ଘସ୍ଥାୟୀ ହୋଇଥାଏ। ହ୍ୱାଇଟ୍ ଗୋଲ୍ଡ ସୁନା ଠାରୁ ଅଧିକ ମହଙ୍ଗା ହୋଇଥାଏ। ଏଥିରେ ବିଭିନ୍ନ ଗହଣା ତିଆରି ହୋଇ ବିକ୍ରି ହୋଇଥାଏ।

ହ୍ୱାଇଟ୍ ଗୋଲ୍ଡର କ୍ଷତି: ହ୍ୱଲାଇଟ୍ ଗୋଲ୍ଡ ବ୍ୟବହାର କଲେ ସମୟ ସହିତ ଧୀର ଧୀରେ କଳା ପଡ଼ିଯାଇଥାଏ। ଏଥିପାଇଁ ପୁଣିଥରେ ରୋହଡିୟମ ଧାତୁର ପ୍ରଲେପ ଦେବାକୁ ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଅଧିକ ଖର୍ଚ୍ଚ ହୋଇ ନଥାଏ।

ଏହାକୁ ନିକେଲ୍ ଧାତୁ ସହିତ ମିଶାଇ ତିଆରି କରାଯାଉଥିବାରୁ କିଛି ଲୋକଙ୍କର ସ୍କିନ ଏଲର୍ଜି ଭଳି ସମସ୍ୟା ଦେଖା ଦେଇଥାଏ।

ନିୟମିତ ଏହାକୁ ପଲିସ୍ କରିବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story