ପେଟ୍ରୋଟେକ୍-୨୦୧୬ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ପେଟ୍ରୋଟେକ୍ ୨୦୧୬। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ସମ୍ମିଳନୀକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ତୈଳ ଓ ଗ୍ୟାସ୍ ସଂପର୍କିତ ଏହି ପ୍ରଦର୍ଶନୀରେ ୫୦ଟି ଦେଶର ୬୦୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥର ପ୍ରଦର୍ଶନୀର ଥିମ୍ ରହିଛି ‘ହାଇଡ୍ରୋକାର୍ବନ୍ସ ଟୁ ଫୁଏଲ ଦି ଫ୍ୟୁଚର-ଚଏସେସ୍ ଆଣ୍ଡ୍ ଚ୍ୟାଲେଞ୍ଜେସ୍’। ଏଥିରେ ମେକ୍ ଇନ୍ ଇଣ୍ଡିଆ […]

petrotech

petrotech

Rakesh Mallick
  • Published: Monday, 05 December 2016
  • Updated: 05 December 2016, 12:51 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ପେଟ୍ରୋଟେକ୍ ୨୦୧୬। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ସମ୍ମିଳନୀକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ତୈଳ ଓ ଗ୍ୟାସ୍ ସଂପର୍କିତ ଏହି ପ୍ରଦର୍ଶନୀରେ ୫୦ଟି ଦେଶର ୬୦୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥର ପ୍ରଦର୍ଶନୀର ଥିମ୍ ରହିଛି ‘ହାଇଡ୍ରୋକାର୍ବନ୍ସ ଟୁ ଫୁଏଲ ଦି ଫ୍ୟୁଚର-ଚଏସେସ୍ ଆଣ୍ଡ୍ ଚ୍ୟାଲେଞ୍ଜେସ୍’। ଏଥିରେ ମେକ୍ ଇନ୍ ଇଣ୍ଡିଆ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସଂପର୍କରେ ବିସ୍ତୃତ ଆଲୋଚନା ହେବ। ସେହିପରି ବିଭିନ୍ନ ଦେଶରୁ ଆସିଥିବା ସଂସ୍ଥା, ତୈଳ ଓ ଗ୍ୟାସର ବ୍ୟବହାର ନେଇ ନିଜ ନିଜ ଜ୍ଞାନକୌଶଳ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos