ସମବାୟ ବ୍ୟାଙ୍କକୁ ପ୍ରତିଦିନ ୬୫ରୁ ୭୦ କୋଟି ଟଙ୍କା ଯୋଗାଇବ ଆର୍‌ବିଆଇ

ଭୁବନେଶ୍ୱର: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡ଼ିକୁ ଏଣିକି ଦିନକୁ ୬୫ ରୁ ୭୦ କୋଟି ଟଙ୍କା ଯୋଗାଇବ ଦେବ ଆର୍‌ବିଆଇ। ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସମବାୟ ସଚିବ ମନୋଜ ଆହୁଜା। ଆର୍‌ବିଆଇ ପ୍ରତିଦିନ ସମବାୟ ବ୍ୟାଙ୍କ ଗୁଡ଼ିକୁ ୧୦ ରୁ ୧୫ କୋଟି ଟଙ୍କା ଯୋଗାଉ ଥିବାରୁ ଧାନ ବିକ୍ରି ଟଙ୍କା, କୃଷି ଋଣ, କୃଷି ବୀମା, ଅର୍ଥ ପ୍ରଦାନରେ ସମସ୍ୟା ସୃଷ୍ଟି […]

rbi

rbi

Rakesh Mallick
  • Published: Thursday, 15 December 2016
  • Updated: 16 December 2016, 07:13 AM IST

ଭୁବନେଶ୍ୱର: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡ଼ିକୁ ଏଣିକି ଦିନକୁ ୬୫ ରୁ ୭୦ କୋଟି ଟଙ୍କା ଯୋଗାଇବ ଦେବ ଆର୍‌ବିଆଇ। ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସମବାୟ ସଚିବ ମନୋଜ ଆହୁଜା।

ଆର୍‌ବିଆଇ ପ୍ରତିଦିନ ସମବାୟ ବ୍ୟାଙ୍କ ଗୁଡ଼ିକୁ ୧୦ ରୁ ୧୫ କୋଟି ଟଙ୍କା ଯୋଗାଉ ଥିବାରୁ ଧାନ ବିକ୍ରି ଟଙ୍କା, କୃଷି ଋଣ, କୃଷି ବୀମା, ଅର୍ଥ ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଗ୍ରାମାଞ୍ଚଳରେ ଆର୍ଥିକ କାରବାର ସାଙ୍ଗକୁ କୃଷକଙ୍କୁ କିଭଳି ସୁବିଧାରେ ଟଙ୍କା ମିଳିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଚାଷୀଙ୍କ ନାଁରେ ଜନଧନ ଆକାଉଣ୍ଟ ଥିଲେ ଆଧାର କାର୍ଡ ଦେଖାଇ ଧାନ ବିକ୍ରି ଟଙ୍କା ଜମା ହୋଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story