ଶସ୍ତା ହେଲା ସୁନା,୨୫ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦର ହ୍ରାସ ଘଟିଛି। ପାଞ୍ଚବର୍ଷ ମଧ୍ୟରେ ସୁନା ଦର ସବୁଠାରୁ ଅଧିକ ହ୍ରାସ ଘଟି ୪ ପ୍ରତିଶତ ତଳକୁ ଖସିଛି । ଫଳରେ ୧୦ ଗ୍ରାମକୁ ସୁନା ଦର ୨୫ ହଜାର ଟଙ୍କାକୁ ପହଞ୍ଚିଛି। ୨୦୦୯ ପରେ ପ୍ରଥମ ଥର ରୂପା ମୂଲ୍ୟରେ ହ୍ରାସ ଘଟିଥିବା ଜଣାପଡିଛି। ମାର୍କେଟ୍ ବିଶେଷଜ୍ଞଙ୍କ କହିବାନୁସାରେ ଷ୍ଟକ୍ ମାର୍କେଟରେ ନିବେଶ ବଢୁଥିବାରୁ ସୁନା ଦରରେ ହ୍ରାସ ଘଟିଛି । ଆମରିକା ଫେଡରାଲ୍ ରିଜର୍ଭ ଦ୍ୱାରା ଚଳିତ […]

gold

gold

Rakesh Mallick
  • Published: Monday, 20 July 2015
  • Updated: 20 July 2015, 09:24 AM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦର ହ୍ରାସ ଘଟିଛି। ପାଞ୍ଚବର୍ଷ ମଧ୍ୟରେ ସୁନା ଦର ସବୁଠାରୁ ଅଧିକ ହ୍ରାସ ଘଟି ୪ ପ୍ରତିଶତ ତଳକୁ ଖସିଛି । ଫଳରେ ୧୦ ଗ୍ରାମକୁ ସୁନା ଦର ୨୫ ହଜାର ଟଙ୍କାକୁ ପହଞ୍ଚିଛି। ୨୦୦୯ ପରେ ପ୍ରଥମ ଥର ରୂପା ମୂଲ୍ୟରେ ହ୍ରାସ ଘଟିଥିବା ଜଣାପଡିଛି। ମାର୍କେଟ୍ ବିଶେଷଜ୍ଞଙ୍କ କହିବାନୁସାରେ ଷ୍ଟକ୍ ମାର୍କେଟରେ ନିବେଶ ବଢୁଥିବାରୁ ସୁନା ଦରରେ ହ୍ରାସ ଘଟିଛି । ଆମରିକା ଫେଡରାଲ୍ ରିଜର୍ଭ ଦ୍ୱାରା ଚଳିତ ବର୍ଷ ସୁଧ ହାର ବଢାଇବା ସଙ୍କେତ ଦେବା ପରେ ଡଲାରର ମୂଲ୍ୟ ବୃଦ୍ଧି ପାଇବା ଦ୍ୱାରା ସୁନା ଦର ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଅନୁଭୁତ ହୋଇଛି। ଆଜି ସକାଳେ ମୁମ୍ୱାଇ ସେନସେକ୍ସରେ କାରବାର ଆରମ୍ଭରେ ସୁନା ଦର ୨୫ ହଜାରରୁ ତଳେ ରହିଥିଲା ବେଳେ ରୂପାର ମୂଲ୍ୟ ୩୪ ହଜାର ତଳକୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story