ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର

nn

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି  ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର  କରାଯାଇଥାଏ।  ସକାଳୁ ସକାଳୁ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରାଯାଇ ଏଣ୍ଡୁରି  ପିଠା ଖାଇବାକୁ ଦିଆଯାଇଥାଏ।

Previous ArticleNext Article

Send this to a friend