ବାପର ସମ୍ପର୍କ ନା ପାପର ସମ୍ପର୍କ ?

KAHU KAHU KAHIDELI-6

କେଳେଙ୍କାରୀରେ ଫସିଥିବା ବାବା ରାମରହିମ ଏବେ ଜେଲ୍‌ରେ ଚକି ପେଷୁଛନ୍ତି। ତାଙ୍କ ଧରମ ଝିଅ ହନୀପ୍ରିତ ବି ଆସିଗଲେଣି ଜେଲ୍‌କୁ। ବାବା ଗିରଫ ହେବା ପରଠୁ ପୋଷ୍ୟକନ୍ୟାଙ୍କ ସହ ସମ୍ପର୍କ ନେଇ ଦେଶ ସାରା ଚର୍ଚ୍ଚା ଚାଲିଥିଲା। ଏବେ ବି ଚାଲିଛି। ସବୁଠି ଗୋଟିଏ ପ୍ରଶ୍ନ ବାପଝିଅଙ୍କ ଭିତରେ ସମ୍ପର୍କ ବାସ୍ତବରେ କ’ଣ ? ଏହାକୁ ନେଇ ପ୍ରସ୍ତୁତ ହୋଇଛି ଏହି ବ୍ୟଙ୍ଗଚିତ୍ର।

Previous ArticleNext Article

Send this to a friend