ମେ’୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

April 27, 2017 . by Odisha Reporter Bureau

ପଟ୍ଟାମୁଣ୍ଡାଇ: ଆସନ୍ତା ମେ’ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା ବନ୍ଦ ରହିବ।  ବଉଳ କୁମ୍ଭୀରଙ୍କ ପ୍ରଜନନ ପାଇଁ ଏହି ଜାତୀୟ…

READ MORE

ଭାସ୍କର ରାଓଙ୍କ ନିର୍ବାଚନୀ ମାମଲା ଖାରଜ, ଭୁଜବଳଙ୍କ ଉପରେ ଜରିମାନା

April 26, 2017 . by Odisha Reporter Bureau

କଟକ: ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ପିଟିସନ୍‌ର ଅବିକଳ ନକଲ ଭାସ୍କର ରାଓଙ୍କୁ ଦେଇନଥିବାରୁ ମାମଲାକୁ ଖାରଜ କରାଯାଇଛି। ଖାରଜ ସହ ଭୁଜବଳ ମାଝୀଙ୍କୁ ୨୦…

READ MORE

କୁଳଡିହା ଅଭୟାରଣ୍ୟରେ ନିଆଁ

April 25, 2017 . by Odisha Reporter Bureau

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ନିଆଁ। ରଙ୍ଗାମାଟିଆ ନିକଟସ୍ଥ ଦ୍ୱାରଶୁଣୀ ଓ ପୁଟି ବନ୍ଧ ଜଙ୍ଗଲରେ ନିଆଁ ଜଳୁଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମାତ୍ର ନିଆଁ କେମିତି ଲାଗିଲା…

READ MORE

୧୦ ବାଇକ ଜବତ, ୩ ଗିରଫ

April 24, 2017 . by Odisha Reporter Bureau

ପୁରୀ: କୁମ୍ଭାରପଡ଼ା ଥାନା ପୋଲିସ ଆଜି ଏକ ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ୧୦ଟି ବାଇକ୍‌ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ…

READ MORE

ଉତ୍କଳ ବିଶ୍ୱବିଦ୍ୟାଳୟର + ୩ ପରୀକ୍ଷା ଫଳ ପ୍ରକାଶ; ପାସ୍‌ ହାର  ୮୮.୬୬%

April 24, 2017 . by Odisha Reporter Bureau

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୭୧ ଯୁକ୍ତ ତିନି କଲେଜର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍‌ ୫୦,୩୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।…

READ MORE

ନିଆଁ ଆଁରେ ଅଧା ଗାଁ; ପାଉଁଶ ହୋଇଗଲା ୨୦ ବଖରା ଘର

April 24, 2017 . by Odisha Reporter Bureau

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ବେହେରାପାଲି ଗାଁରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୭ ପରିବାର ୨୦ ବଖରା ଘର ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଧାନ, ଚାଉଳ ସମେତ ସମସ୍ତ…

READ MORE

ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

April 23, 2017 . by Odisha Reporter Bureau

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗିରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ଟି ରାଇରଙ୍ଗପୁରରୁ ଟାଟା ଯାଉଥିଲା…

READ MORE

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଝାରସୁଗୁଡ଼ା ଉତ୍ତପ୍ତ ସହର

April 22, 2017 . by Odisha Reporter Bureau

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିଛି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହେଉଛି। ଦିନ ୧୧ଟା…

READ MORE

ରାଉରକେଲା ଆଇଜି ପାର୍କରେ ନିଆଁ

April 22, 2017 . by Odisha Reporter Bureau

ରାଉରକେଲା: ରାଉରକେଲା ଇନ୍ଦିରାଗାନ୍ଧି(ଆଇଜି) ପାର୍କରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ପାର୍କରେ ଥିବା ୩ଟି ବାଉଁଶ ବୁଦାରେ ନିଆଁ ଲାଗି ଯାଇଥିଲା। ଏହା ପରେ ନିଆଁ ବ୍ୟାପୀ ଯାଇଥିଲା। ନିଆଁ ଲିଭାଇବା କାର୍ଯ୍ୟରେ ଦୁଇଟି…

READ MORE

କ୍ରେନ୍ ଧକ୍କାରେ ମହିଳା ମୃତ, କ୍ରେନ୍‌ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

April 22, 2017 . by Odisha Reporter Bureau

ଭୁବନେଶ୍ୱର: ଭୁବନେଶ୍ୱରର କଳାରାହାଙ୍ଗରେ ଜେସିବି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ  ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ୍‌ ଫୋର୍ସ ମୁତୟନ…

READ MORE