ଦିଲ୍ଲୀ ରାଜପଥରେ ଫୁଲ୍‌ ଡ୍ରେସ୍‌ ରିହଲସାଲ

January 23, 2017 . by Odisha Reporter Bureau

ନୂଆଦିଲ୍ଳୀ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ଦିଲ୍ଲୀ ରାଜପଥରେ ଫୁଲ୍‌ ଡ୍ରେସ୍‌ ରିହଲସାଲ କରାଯାଇଥିଲା। ଏଥିରେ ତିନି ବାହିନୀ ସହ ଅର୍ଦ୍ଧସାମରିକ ବାହିନୀ ପରେଡ୍‌ରେ ଭାଗ ନେଇଥିଲେ। ପରେଡରେ ବିଭିନ୍ନ ଟ୍ୟାଙ୍କ…

READ MORE

ଜାଲିକାଟୁକୁ ନେଇ ମାରିନା ବିଚ୍‌ରେ ପୋଲିସ୍-ଜନତା ମୁହାଁମୁହିଁ

January 23, 2017 . by Odisha Reporter Bureau

ଚେନ୍ନାଇ: ଚେନ୍ନାଇର ମାରିନା ବିଚ୍‌ରେ ଜାଲିକାଟୁ ସପକ୍ଷରେ ଚାଲିଥିବା ବିକ୍ଷୋଭ ବେଳେ ପୋଲିସ୍-ଜନତା ମୁହାଁମୁହିଁ ହୋଇଛନ୍ତି। ବିକ୍ଷୋଭକାରୀମାନେ ବିଚ୍‌ରେ ଥିବା ଥାନାକୁ ପୋଡ଼ି ଦେବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକାରୀମାନଙ୍କୁ…

READ MORE

ପିତାଙ୍କୁ ନିର୍ବାଚନୀ ଇସ୍ତାହାର ଦେଇ ଫେସବୁକ୍‌ରେ ଫଟୋ ପୋଷ୍ଟ କଲେ ଅଖିଳେଶ

January 23, 2017 . by Odisha Reporter Bureau

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଯାଦବ ତଥା ନିଜ ପିତାଙ୍କୁ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରଦାନ କରିଛନ୍ତି ନିଜେ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ପିତାଙ୍କୁ ଇସ୍ତାହାର ଦେବା ସମୟର…

READ MORE

୪ ଜଣ ଫାଶୀ ଦଣ୍ଡାଦେଶକୁ କୋହଳ କଲେ ରାଷ୍ଟ୍ରପତି

January 22, 2017 . by Odisha Reporter Bureau

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ୪ ଜଣଙ୍କ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଜେଲ ଦଣ୍ଡାଦେଶ କରି ଦେଇଛନ୍ତି। ଏହି ୪ ଅଭିଯୁକ୍ତ ହେଲେ କୃଷ୍ଣ ମୋଚୀ, ନହ୍ନେ ଲାଲ୍‌ ମୋଚୀ, ବୀର କୁୱଁର…

READ MORE

ଜାରି ହେଲା ସମାଜବାଦୀ ପାର୍ଟିର ନିର୍ବାଚନୀ ଇସ୍ତାହାର

January 22, 2017 . by Odisha Reporter Bureau

ଲକ୍ଷ୍ନୌ: ଅଖିଳେଶ ଯାଦବ ଆଜି ସମାଜବାଦୀ ପାର୍ଟିର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହି ନିର୍ବାଚନୀ ଇସ୍ତାହାରରେ ୨୦୧୨ରେ କରିଥିବା ନିର୍ବାଚନୀ ଶପଥ ପୂରା କରିବା ସହ ଆଗାମୀ ନୂଆ ଯୋଜନାର ଘୋଷଣା କରିଛନ୍ତି।…

READ MORE

ଜାଲିକାଟୁ ଉଦ୍‌ଘାଟନୀ ସମାରୋହକୁ ଯିବା ବାଟରୁ ଫେରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

January 22, 2017 . by Odisha Reporter Bureau

ଚେନ୍ନାଇ: ଜାଲିକାଟୁ ପ୍ରଦର୍ଶନକୁ ନେଇ ପ୍ରଦର୍ଶନକାରୀମାନେ ଆଜି ଅଲଙ୍ଗନଲ୍ଲୁରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଏହି ଉଦ୍‌ଘାଟନୀ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ ପହଞ୍ଚି ନପାରି ଶେଷରେ ଚେନ୍ନାଇ ଫେରିଛନ୍ତି।…

READ MORE

ନରଭକ୍ଷୀ ନାବାଳକ ଗିରଫ

January 21, 2017 . by Odisha Reporter Bureau

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ନରଭକ୍ଷୀ ବାଳକକୁ ଗିରଫ କରାଯାଇଛି। ଗତକାଲି ଲୁଧିଆନା ପୋଲିସ୍ ଜଣେ ୯ବର୍ଷ ନାବାଳକ ହତ୍ୟା ଘଟଣାରେ ଆଉ ଜଣେ ନାବାଳକକୁ ଗିରଫ କରିଛି। ଗିରଫ ନାବାଳକ ଜଣ ନରମାଂସ…

READ MORE

ସାଂପ୍ରଦାୟିକ ଭିସା ପ୍ରଦାନ ଅଭିଯୋଗର ଜବାବ ରଖିଲେ ସୁଷମା

January 21, 2017 . by Odisha Reporter Bureau

ନୂଆଦିଲ୍ଲୀ:  ଭିସା ଆବେଦନରେ ହିନ୍ଦୁ ମାନଙ୍କ ଅପେକ୍ଷା ମୁସଲମାନମାନଙ୍କ ପ୍ରତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧିକ ଗୁରୁତ୍ୱ ଦେଉଛନ୍ତି। ଟ୍ୱିଟ୍‌ କରି ଏଭଳି ଅଭିଯୋଗ ଆଣିଛନ୍ତି ହିନ୍ଦୁ ଜାଗରଣର ସଂଘ। ଏଭଳି…

READ MORE

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ମାୟାବତୀ

January 21, 2017 . by Odisha Reporter Bureau

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର, ୟୁପି ସରକାର ଏବଂ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଦେଶର ଜନତା କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରୁଛନ୍ତି।…

READ MORE

ଜାଲିକାଟୁ ପ୍ରସଙ୍ଗର ଶୁଣାଣି ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

January 20, 2017 . by Odisha Reporter Bureau

ଚେନ୍ନାଇ: ତାମିଲନାଡ଼ୁରେ ଜାଲିକାଟୁ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ସଂପର୍କିତ ଶୁଣାଣିକୁ ସୁପ୍ରିମକୋର୍ଟ ସପ୍ତାହେ ଘୁଞ୍ଚାଇ ଦେଇଛନ୍ତି। ଗତକାଲି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ…

READ MORE