ରାଜନୀତିରେ ନିଖୋଜ ଉଦ୍ଧାର ନାଟକ: ବାବୁଲାଙ୍କୁ ନେଇ ସରକାରଙ୍କୁ ଘେରିଲା ବିଜେପି

April 28, 2017 . by Odisha Reporter Bureau

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କୁ ନେଇ ରାଜନୀତି ଘନେଇବାରେ ଲାଗିଛି। କେଉଁ ପରିସ୍ଥିତିରେ ବାବୁଲାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଗଲା ତାର ତଦନ୍ତ…

READ MORE

କଡା ସୁରକ୍ଷାରେ ବାଣୀବିହାର ଗଲେ ମୁଖ୍ୟମନ୍ତ୍ରୀ: କଲେ ଲାଙ୍ଗୁଏଜ କ୍ଲବର ଉଦ୍‌ଘାଟନ

April 28, 2017 . by Odisha Reporter Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଣୀବିହାର ଗସ୍ତରେ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ ଲାଙ୍ଗୁଏଜ୍ କ୍ଲବର ଉଦ୍‌ଘାଟନ ସହ ଏଚ୍ଆରଡି ସେଣ୍ଟର,…

READ MORE

ସପ୍ତମ ବେତନ କମିଶନ କେବେ ? ଆହୁରି ୪୫ଦିନ ମାଗିଲା ଫିଟ୍‌ମେଣ୍ଟ କମିଟି

April 28, 2017 . by Odisha Reporter Bureau

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଦରମା ମିଳିବାରେ ହୋଇପାରେ ବିଳମ୍ବ। ଏଥିପାଇଁ ଗଠିତ ଫିଟ୍‌ମେଣ୍ଟ କମିଟି ନିଜ ରିପୋର୍ଟ ଦେବାକୁ ଆଉ ୪୫ ଦିନ ସମୟ ମାଗିଛି।…

READ MORE

ମାଓବାଦୀଙ୍କ ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ନେଲେ ଦୁଇ ଜୀବନ

April 28, 2017 . by Odisha Reporter Bureau

ମାଲକାନଗିରି: ମାଲକାନଗିରିରେ ମାଓବାଦୀମାନେ ପୁଣି ରକ୍ତର ହୋଲି ଖେଳିଛନ୍ତି। ଏମ୍‌ଭି-୨୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକମାନେ ହେଲେ ବିଶୁ କ୍ରିସାନୀ ଏବଂ ରାମ…

READ MORE

ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ କଲା ବିଜେଡି

April 28, 2017 . by Odisha Reporter Bureau

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ କରିଛି ବିଜେଡି। ଏହାର ସଭାପତି ହୋଇଛନ୍ତି ରାଜେନ୍ଦ୍ର ପ୍ରସାଦ ସିଂ। ବିଧାୟକ ପ୍ରଫୁଲ୍ଲ ସାମଲ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଏବଂ ସୁବାସ ସିଂହ ମହାସଚିବ ହୋଇଛନ୍ତି। ସାମ୍ମୁଖ୍ୟରେ…

READ MORE

କନ୍ଧମାଳ ଓ ରାୟଗଡ଼ାରେ ମାଓବାଦୀ-ପୋଲିସ୍‌ ମୁହାଁମୁହିଁ

April 28, 2017 . by Odisha Reporter Bureau

କନ୍ଧମାଳ/ରାୟଗଡ଼ା: କମ୍ବିଂ ଅପରେଶନ ବେଳେ କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ସହ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ପୋଲିସ୍‌କୁ ଏକ ବଡ଼ ସଫଳତା…

READ MORE

ବାବୁଲା ଏସ୍‌ସିବି ସ୍ଥାନାନ୍ତର: ପୋଲିସ୍‌ କମିଶନର କହିଲେ ନିଖୋଜର ତଦନ୍ତ ହେବ

April 27, 2017 . by Odisha Reporter Bureau

ଭୁବନେଶ୍ୱର: ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଆଜି ରାତିରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଟ୍ରମା…

READ MORE

୩୦ ବର୍ଷ ପରେ ମିଳିଲା ଦଣ୍ଡ: ୭୮ ବର୍ଷ ବୟସରେ ଯିବେ ଜେଲ୍

April 27, 2017 . by Odisha Reporter Bureau

ବାରିପଦା: ୩୦ ବର୍ଷ ତଳର ଏକ ଅପରାଧ ପାଇଁ ସଜା ଭୋଗିବାକୁ ଯାଉଛନ୍ତି ୭୮ ବର୍ଷ ବୟସର ଜଣେ ଅଭିଯୁକ୍ତ। ଅର୍ଥାତ ୩୦ ବର୍ଷ ପରେ ଆସିଛି ରାୟ। ଦୁଇ ବର୍ଷ ସଶ୍ରମ କାରାଦଣ୍ଡ…

READ MORE

ହତ୍ୟାର ଜବାବ୍‌ ହତ୍ୟାରେ, ଓଡ଼ିଶାର ଜବାବ ଛତିଶଗଡ଼ରେ; ଆସିଲା ସୁକମା ଆକ୍ରମଣର ଅଡିଓ ଟେପ୍‌

April 27, 2017 . by Odisha Reporter Bureau

ମାଲକାନଗିରି: ପ୍ରତିଶୋଧ ପାଇଁ ଛତିଶଗଡ଼ ସୁକମା ଆକ୍ରମଣ ହୋଇଛି। ଓଡ଼ିଶାରେ ୯ ମାଓବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ହମଲା କରାଯାଇଛି। ସାଧାରଣ, ଗରିବ ଓ ଶୋଷିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ…

READ MORE

ମେ’ ୧ରୁ ୯ ଯାଏଁ ମାଟ୍ରିକ ଖାତା ଯାଞ୍ଚ; ବୋର୍ଡ ୱେବସାଇଟ୍‌ରେ ଆବେଦନ

April 27, 2017 . by Odisha Reporter Bureau

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଓଡ଼ିଶା ଦ୍ୱାରା ପରିଚାଳିତ ମାଟ୍ରିକ୍‌ ଉତ୍ତର ଖାତା ଯାଞ୍ଚ ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ମେ’ ୧ରୁ ୯ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟ୍‌ରେ ଆବେଦନ କରିବେ। ଛାତ୍ରଛାତ୍ରୀମାନେ…

READ MORE