ଜଗମୋହନ ମରାମତି କାମ ଅନୁଧ୍ୟାନ କଲେ ଗଜପତି

February 26, 2017 . by Odisha Reporter Bureau

ପୁରୀ: ଶ୍ରୀକ୍ଷେତ୍ରରେ ଜଗମୋହନ ସ୍ଥାୟୀ ସୁରକ୍ଷା ପାଇଁ ମରାମତି କାର୍ଯ୍ୟ ଚାଲିଛି। ଏଏସ୍‌ଆଇ ପକ୍ଷରୁ ଜଗମୋହନର ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରୁ ଗୋଟିଏ ଲେଖାଏଁ ଲେୟାର ପଥର କାଢି ଦିଆଯାଇଛି। ଦ୍ୱିତୀୟ ଲେୟାର ପଥର ଭଲ…

READ MORE

ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରିପାରେ ସିବିଆଇ

February 25, 2017 . by Odisha Reporter Bureau

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରିପାରେ ସିବିଆଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଠାରୁ  ସିବିଆଇ ଏହାର ତଦନ୍ତ ଭାର ନେବ ବୋଲି ସୂଚନା ମିଳିଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

READ MORE

ଡେରାବିଶ ବ୍ଲକ ପରିସରରୁ ମିଳିଲା ବାଲଟ୍ ପେପର, ବିଡିଓଙ୍କୁ ଦାୟୀ କଲେ ପ୍ରାର୍ଥୀ

February 25, 2017 . by Odisha Reporter Bureau

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପରିସରରୁ ଗୁଆଳସିଂହ ପଞ୍ଚାୟତର ଜଣେ ନିର୍ଦ୍ଦିଷ୍ଟ ସମିତି ସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପଡିଥିବା ଭୋଟ୍‌ର ୨୭ ଖଣ୍ଡ ବାଲଟ୍ ପେପର ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି।…

READ MORE

ଅନୁଗୋଳ: ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ

February 25, 2017 . by Odisha Reporter Bureau

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରରେ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ସ୍ଥାନୀୟ ଅନନ୍ତବିହାର କଲୋନୀର ଶାସ୍ୱତ ପ୍ରଧାନ ଏବଂ ଦିବ୍ୟାଂଶୁ ଶେଖର ସେଠୀ। ଏମ୍‌ସିଏଲ୍‌…

READ MORE

ନିର୍ବାଚନ ବେଳେ ବିଜେଡି ଗୁଣ୍ଡାରାଜ କରିଥିବା ଅଭିଯୋଗ ଆଣି କଂଗ୍ରେସର ବିକ୍ଷୋଭ

February 25, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଗୁଣ୍ଡାରାଜ କରିଥିବା ଅଭିଯୋଗରେ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ଏକ…

READ MORE

ପୁସିଂ ବ୍ରିଜ୍‌ ଦାବିରେ ବିଚ୍ଛିନ୍ନାଞ୍ଚଳ ସଂଘ ପକ୍ଷରୁ ମାଛକୁଣ୍ଡ ଷ୍ଟେସନରେ ରେଳରୋକ

February 25, 2017 . by Odisha Reporter Bureau

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଓ ନନ୍ଦପୁର ଦେଇ ବିଶାଖାପାଟଣା-କେରଣ୍ଡଲ ରେଳପଥର ଦ୍ୱିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରେଳ ଲାଇନ ଯୋଗୁଁ ଲମତାପୁଟ ଓ ନନ୍ଦପୁର ବ୍ଲକର ୨୨ଟି ଗାଁ ପ୍ରଭାବିତ…

READ MORE

ଆସନ୍ତା ୨୮ରେ ମାଟ୍ରିକ ପରୀକ୍ଷା

February 25, 2017 . by Odisha Reporter Bureau

ଭୁବନେଶ୍ୱର: ଆସନ୍ତା ୨୮ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବାରେ ଲାଗିଛି। ବିଶେଷ କରି ମାଓ ପ୍ରଭାବିତ ଅଞ୍ଚଳରେ ପ୍ରଶ୍ନପତ୍ରର ସୁରକ୍ଷା ନେଇ ଗୁରୁତ୍ୱ…

READ MORE

ମୟୂର ଶିକାର ବେଳେ ଗୁଳି ବାଜି ଜଣେ ଗୁରୁତର

February 24, 2017 . by Odisha Reporter Bureau

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ବେଣରସିଂ ଗାଁର କିଛି ଲୋକ ଆଜି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ମୟୂର ଶିକାର କରିବାକୁ ଯାଇଥିବା ବେଳେ ବନ୍ଧୁକରୁ ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର…

READ MORE

ଗୁଳିମାଡ଼ରେ ମହିଳା ମୃତ, ଦୁର୍ବୃତ୍ତ ଫେରାର

February 24, 2017 . by Odisha Reporter Bureau

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଚୌକିପଡ଼ାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେ.କାର୍ତ୍ତିକେୟନ। ତାଙ୍କୁ ପ୍ରାୟ ୬୦ ବର୍ଷ ହେବ। ସେ ୨୪ ନମ୍ବର…

READ MORE

କଟକ: ଜଣ୍ଡିସ୍‌ ସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

February 24, 2017 . by Odisha Reporter Bureau

କଟକ: ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ତୁଳସୀପୁର ଅଞ୍ଚଳକୁ ଯାଇ ଜଣ୍ଡିସ୍‌ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି। ଏହାସହ ଉଭୟ ପରିମଳ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ…

READ MORE