ଏକାକୀ ଲଢ଼ିବ ‘ଉତ୍କଳ ଭାରତ’

January 19, 2017 . by Odisha Reporter Bureau

ଭୁବନେଶ୍ୱର: ‘ଉତ୍କଳ ଭାରତ’ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଆଜି ଏହାର ସଭାପତି ଖାରବେଳ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଦଳ ‘ମୁଦି’ ଚିହ୍ନରେ ନିର୍ବାଚନ ଲଢ଼ିବ। ୧୩ଟି…

READ MORE

ପଞ୍ଚାୟତ ନିର୍ବାଚନରେ ସିବିଆଇକୁ ଆୟୁଧ କରାଯିବା ଉଚିତ୍ ନୁହେଁ

January 17, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ସିବିଆଇକୁ ଆୟୁଧ କରାଯିବା ଉଚିତ୍ ନୁହେଁ। ନିର୍ବାଚନ ସରିବା ପର୍ଯ୍ୟନ୍ତ ଉଭୟ ସିବିଆଇ ଏବଂ ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାରୁ ନିବୃତ୍ତ ଉଚିତ୍ ବୋଲି ବରିଷ୍ଠ ବିଜେପି ନେତା ବିଜୟ…

READ MORE

ବିଜେପି ନଈ ନ ଦେଖି ଲଙ୍ଗଳା ହେଉଛି: ଦାମ ରାଉତ

January 15, 2017 . by Odisha Reporter Bureau

ଭୁବନେଶ୍ୱର: ଗ୍ୟାସ୍‌ ଏଜେନ୍ସି ଓ ପେଟ୍ରୋଲ ପମ୍ପ ଉପରେ ଭିଜିଲାନ୍ସ ଚଢ଼ାଉ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଆଜି ବିଜେପି ଉପରେ ବର୍ଷି ଛନ୍ତି।  ସେ କହିଛନ୍ତି,“ବିଜେପି ନଈ ନ ଦେଖି ଲଙ୍ଗଳା…

READ MORE

ବିଜେଡିରେ ମିଶିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

January 12, 2017 . by Odisha Reporter Bureau

ଭୁବନେଶ୍ୱର: ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶି ଥିଲେ। ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ…

READ MORE

‘ବିଜେପି,ବିଜେଡି ପାଖରେ ଅଛି ଅମାପ କଳାଟଙ୍କା’

December 28, 2016 . by Odisha Reporter Bureau

ଭୁବନେଶ୍ୱର: ବିଜେପି ଦେଶରେ ଶାସନ କରୁଛି। ବିଜେଡି ରାଜ୍ୟରେ ଶାସନ କରୁଛି। ଉଭୟଙ୍କ ପାଖରେ ରହିଛି ଅମାପ କଳା ଟଙ୍କା। ଏହି କଳା ଟଙ୍କାକୁ ବାଣ୍ଟି ଉଭୟ ଦଳ ପଞ୍ଚାୟତ ନିର୍ବାଚନରେ ଭୋଟ୍ ହାତେଇବାକୁ…

READ MORE

ନବୀନଙ୍କୁ ମୋଦିଙ୍କ ପ୍ରଶଂସା ପରେ ରାଜ୍ୟ ରାଜନୀତି ସରଗରମ

December 17, 2016 . by Odisha Reporter Bureau

ଭୁବନେଶ୍ୱର: ବିମୁଦ୍ରାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତକାଲି ବିଜେପି ସଂସଦୀୟ ଦଳୀୟ ବୈଠକରେ ପ୍ରଶଂସା କରିଥିଲେ। ମୋଦି କହିଥିଲେ ଯେ ବୈଚାରିକ ମତଭେଦ ଥାଇ ମଧ୍ୟ କିଛି…

READ MORE

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିରୋଧୀ ଦଳ ନେତା

December 15, 2016 . by Odisha Reporter Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଜି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ମହାନଦୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ନରସିଂହ ଅଭିଯୋଗ…

READ MORE

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ବିରୋଧ କରାଯିବ: ପ୍ରସାଦ ହରିଚନ୍ଦନ

December 12, 2016 . by Odisha Reporter Bureau

ମାଲକାନଗିରି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଗସ୍ତକୁ କଂଗ୍ରେସ ବିରୋଧ କରିବ। ଏପରିକି ତାଙ୍କ ଗସ୍ତ ସମୟରେ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବ ବୋଲି ମାଲକାନଗିରି ଗସ୍ତରେ ଥିବା ପିସିସି ସଭାପତି ପ୍ରସାଦ…

READ MORE

ବିଜେଡି ସରକାରଙ୍କ ପାଖରେ ବୋଧ ହୁଏ ପୁରୁଣା ଟଙ୍କା ରହିଛି: ଧର୍ମେନ୍ଦ୍ର

December 10, 2016 . by Odisha Reporter Bureau

ଭୁବନେଶ୍ୱର: ବିଜେଡି ସରକାରଙ୍କ ପାଖରେ ବୋଧ ହୁଏ ପୁରୁଣା ଟଙ୍କା ରହିଛି। ମୂଳ କଷ୍ଟ ଅନ୍ୟ ଜାଗାରେ ଥିବାରୁ ସରକାର କେବଳ ବାହାନା କରୁଛନ୍ତି। ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର…

READ MORE

‘ଆମେ ସବୁ ବିଧାୟକ ଏକ ଅଛୁ’

December 1, 2016 . by Odisha Reporter Bureau

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମତାନ୍ତର ଲାଗି ରହିଛି ବୋଲି କିଛି ଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା। ଏପରି ଅଭିଯୋଗକୁ ଆଜି କଂଗ୍ରେସର ସମସ୍ତ ବିଧାୟକ ଖଣ୍ଡନ କରିଛନ୍ତି। ବିଧାୟକମାନେ କହିଛନ୍ତି,“ଆମେ…

READ MORE