ପ୍ରାର୍ଥୀଙ୍କ ଅଜାଣତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରସଙ୍ଗ: ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ

January 23, 2017 . by Odisha Reporter Bureau

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି । ଏନେଇ ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷଙ୍କୁ ରିପୋର୍ଟ ମଗାଯାଇଛି।  ରିପୋର୍ଟ…

READ MORE

ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଯାଞ୍ଚ କରୁଛି ଏନ୍‌ଆଇଏ ଟିମ୍‌

January 23, 2017 . by Odisha Reporter Bureau

ରାୟଗଡ଼ା: ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ତଦନ୍ତ କରିପାରେ। ଆଜି ସକାଳେ ବିଶାଖାପାଟଣା ଡିଆଇଜିଙ୍କ ସହ ଏନ୍‌ଆଇଏର ଏକ ୫ ଜଣିଆ ପ୍ରତିନିଧି ଟିମ୍‌ କୁନେରୁ ଷ୍ଟେସନକୁ ଯାଇ ଯାଞ୍ଚ…

READ MORE

କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଯୁବକଙ୍କ ମୃତ୍ୟୁ

January 23, 2017 . by Odisha Reporter Bureau

କଟକ: ଷଷ୍ଠ ବାଟାଲିୟନର କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଗତକାଲି ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡୁଳିର ହରେକୃଷ୍ଣ ସାହୁ ନାମକ ଜଣେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଶାରୀରିକ ପରୀକ୍ଷାରେ ୧୬୦୦ ମିଟର ଦୌଡ ବେଳେ ସେ…

READ MORE

ରାଉରକେଲା: ୪ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୨ ନାବାଳକ ଅଟକ

January 23, 2017 . by Odisha Reporter Bureau

ରାଉରକେଲା: ରାଉରକେଲା ସେକ୍ଟର-୭ ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ ଗଣ ଦୁଷ୍କର୍ମର ଶିକାର ହୋଇଛି। ୨ ଜଣ ନାବାଳକ ଶିଶୁଟି ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଛନ୍ତି। ଏ ନେଇ ପରିବାର ଲୋକେ…

READ MORE

ଆଜିଠାରୁ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ

January 23, 2017 . by Odisha Reporter Bureau

ଭୁବନେଶ୍ୱର: କୁନେରୁରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଆଜିଠାରୁ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ ହେବ। କମିଶନର ରେଲୱେ ସେଫଟି ରାମ କ୍ରିପଲ ରାୟଗଡ଼ା ରେଳବାଇ ଅଧିକାରୀ ବିଶ୍ରାମ ଗୃହ (ଓପନ୍‌ ଲାଇନ୍‌)ରେ ଏହି ତଦନ୍ତ…

READ MORE

ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

January 22, 2017 . by Odisha Reporter Bureau

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ମଇଦାନରେ ୧,୮୯,୦୯୯ ଜଣ ପ୍ରାର୍ଥୀ ଅଛନ୍ତି। ୱାର୍ଡ଼ ମେମ୍ୱରରେ ୧,୩୭,୧୬୩, ସମିତି ସଭ୍ୟ ପାଇଁ ୨୨,୧୦୯, ସରପଞ୍ଚରେ…

READ MORE

ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା: ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

January 22, 2017 . by Odisha Reporter Bureau

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା…

READ MORE

ଆସନ୍ତାକାଲିଠାରୁ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ

January 22, 2017 . by Odisha Reporter Bureau

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ପୂର୍ବତଟ ରେଳବାଇ ସିପିଆର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସିଭିଲ ଆଭିଏସନ ମନ୍ତ୍ରଣାଳୟ ସିକନ୍ଦରାବାଦର ସାଉଥ୍‌-ସେଣ୍ଟ୍ରାଲ ସର୍କଲ…

READ MORE

ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ, ୭ଟି ଟ୍ରେନ୍ ବାତିଲ, ୧୦ଟିର ଗତିପଥ ପରିବର୍ତ୍ତନ

January 22, 2017 . by Odisha Reporter Bureau

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ରାୟଗଡ଼ା-ବିଜୟନଗରମ ରୁଟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ୭ଟି ଟ୍ରେନ୍ ବାତିଲ କରାଯିବା ସହ ୧୦ଟି ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ରାୟଗଡ଼ାରୁ ଛାଡ଼ିବାକୁ ଥିବା…

READ MORE

ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି

January 22, 2017 . by Odisha Reporter Bureau

ଜୟପୁର: ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ  ଗତକାଲି  ପ୍ରାୟ ରାତି ୧୧ଟା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ  ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ…

READ MORE