ଆଜି ବି ଅଲୋଡ଼ା ‘ସୀତା’: ଛାତି ତଳେ ନୁହେଁ ମାଟି ତଳେ

March 25, 2017 . by Odisha Reporter Bureau

ଯାଜପୁର: ଏ ମାତା ସୀତା ନୁହନ୍ତି। ହେଲେ ସୀତାଙ୍କ ପରି ଧରଣୀ ମାତାଙ୍କ ଗର୍ଭରୁ ଆସିଛି। ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶାମସୁନ୍ଦରପୁର ଗାଁର ‘ସୀତା’। ତା’ର କଇଁ କଇଁ ଡାକ…

READ MORE

ସାଇବର କ୍ରାଇମ: ସୋସିଆଲ ମିଡିଆରେ ଛାତ୍ରୀଙ୍କ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ

March 25, 2017 . by Odisha Reporter Bureau

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ମହିଳା ବିଶ୍ୱବିଦ୍ୟାଳୟ ରାମଦେବୀର କିଛି ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଛଡାଯିବା ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ…

READ MORE

ଆଇନର ଅଗ୍ନୀ ପରୀକ୍ଷା : ରକ୍ତ ପ୍ରମାଣରେ ମାଆ ପାସ୍

March 25, 2017 . by Odisha Reporter Bureau

କଟକ (ଦେବାଶିଷ ମହାନ୍ତି): କାହାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଲା ପୁଣି କାହାକୁ କାଟିବାକୁ ପଡ଼ିଲା ଆଶଙ୍କ।ର କେଇ ସପ୍ତାହ। ଶେଷରେ ମାଆର ଖାଲି କୋଳ ଭର୍ତ୍ତି ହେଲା। ଆଇନର ଅଗ୍ନୀ ପରୀକ୍ଷାରେ…

READ MORE

କଳି ଯୁଗର ପାତାଳି କନ୍ୟା: ମାଟି ତଳୁ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର

March 25, 2017 . by Odisha Reporter Bureau

ଯାଜପୁର: ମଣିଷ କେତେ ହୃଦୟହୀନ ବା ସମ୍ବେଦନଶୀଳହୀନ ହେଲେ ଏକ ଜୀବନ୍ତ ଛୁଆକୁ ମାଟିରେ ପୋତି ଦେଇ ପାରେ, ତାର ଆକଳନ କରାଯାଇ ନ ପାରେ! ମରି ଯାଇଥିବା ନିଷ୍ପାପ ଶିଶୁଟିଏକୁ ମାଟିରେ ପୋତିଲା…

READ MORE

ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ; ଯୋଗଦେବେ ମୋଦି

March 25, 2017 . by Odisha Reporter Bureau

ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସଫଳତା ପରେ ଏବେ ବିଜେପି ଟାର୍ଗେଟରେ ଓଡ଼ିଶା। ଏଥିପାଇଁ ଏପ୍ରିଲ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ରାଜ୍ୟ ରାଜଧାନୀ…

READ MORE

ମେଳ ଖାଇଲା ରକ୍ତ ନମୂନା: ଆସିଲା ମାଆପିଲା ମିଳନର ମୁହୂର୍ତ୍ତ

March 25, 2017 . by Odisha Reporter Bureau

କଟକ: କଟକ ଏସ୍‌ସିବିରୁ ପିଲା ଚୋରି ଘଟଣାର ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟ ଆସିଛି। ରିପୋର୍ଟରେ ଦୁଇ ଦମ୍ପତି ଓ ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ରକ୍ତ ନମୂନା ମେଳ ଖାଇଛି। ଆଜି ମଙ୍ଗଳାବାଳଗ ପୋଲିସ…

READ MORE

ରାସ୍ତା କଡ଼ରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

March 25, 2017 . by Odisha Reporter Bureau

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମୂଷାନାଳ ଗାଁ ରାସ୍ତା ପାର୍ଶ୍ୱରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ପାଟିରୁ ଫେଣ ବାହାରୁଥିବାରୁ ବିଷୟ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।…

READ MORE

ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବି; ସଙ୍କଳ୍ପ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

March 25, 2017 . by Odisha Reporter Bureau

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ସଙ୍କଳ୍ପ ପ୍ରସ୍ତାବ ଉପରେ ଆଜି ବିଧାନସଭାରେ ହୋଇପାରେ ଆଲୋଚନା। ଗତକାଲି ବାଚସ୍ପତି ଡାକିଥିବା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକକୁ ବିରୋଧୀଦଳ ନେତା ନରସିଂହ ମିଶ୍ର ନଯାଇ…

READ MORE

ଚକ୍ରାନ୍ତ: ଓଡ଼ିଆ ଲୋକଙ୍କୁ ଆନ୍ଧ୍ର ବାଣ୍ଟୁଛି ରାସନକାର୍ଡ଼

March 24, 2017 . by Odisha Reporter Bureau

ଗଜପତି: ସୀମାବର୍ତ୍ତୀ ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଲୋଲୁପ ଆଖି ପଡ଼ିଛି। ଗଜପତି ଜିଲ୍ଲାର ଦୁଇ ରାଜସ୍ୱ ଗାଁ ଆଖଡ଼ା ଓ ଗୁଡ଼ିକୋଢ଼ା ଲୋକଙ୍କୁ ଆନ୍ଧ୍ର ସରକାର ରାସନ୍‌କାର୍ଡ଼ ଓ ସୋଲାର ଲାଇଟ ପ୍ରଦାନ…

READ MORE

କିଡ୍‌ନୀ ବିକି ଶୁଝିବେ ବାକି: ଚିଟ୍‌ଫଣ୍ଡ୍‌ ଏଜେଣ୍ଟ୍ ମାଗିଲେ ଅନୁମତି

March 24, 2017 . by Odisha Reporter Bureau

ଭୁବନେଶ୍ୱର: ଓଡ଼ିଶାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଚିଟ୍‌ଫଣ୍ଡ ଠକାମୀରେ ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇବା ପାଇଁ କିଡ୍‌ନୀ ବିକିବେ ଏଜେଣ୍ଟ୍‌। ଆଜି ଆଗ୍ରି ଗୋଲ୍ଡ ଚିଟ୍‌ଫଣ୍ଡ୍‌ ସଂସ୍ଥାର ପ୍ରାୟ ୭୦ ଜଣ…

READ MORE