ଆମେରିକାରେ ହେଟ୍‌ କ୍ରାଇମର ବାତାବରଣ, ପୁଣି ଜଣେ ଭାରତୀୟଙ୍କୁ ଗୁଳିମାଡ଼

March 5, 2017 . by Odisha Reporter Bureau

ୱାଶିଂଟନ୍‌: ଆମେରିକାରେ ଜାରି ରହିଛି ହେଟ୍‌ କ୍ରାଇମ। ଶିକାର ହେଉଛନ୍ତି ପ୍ରବାସୀ ଭାରତୀୟ। ଗତକାଲି ଦକ୍ଷିଣ କାରୋଲିନାରେ ଗୁଜରାଟର ହର୍ଣ୍ଣିସ ପଟେଲ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯିବା ପରେ…

READ MORE

ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା

March 4, 2017 . by Odisha Reporter Bureau

ୱାଶିଂଟନ୍‌: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି। ସାଉଥ୍ କାରୋଲିନାରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟୀଙ୍କୁ ଗୁଳି କରି  ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ହର୍ନିଶ ପଟେଲ। ଗତକାଲି ରାତିରେ ଦକ୍ଷିଣ…

READ MORE

ଆତ୍ମହତ୍ୟାକାରୀଙ୍କୁ ଜଗିବ ଫେସ୍‌ବୁକ୍‌: ସୋସିଆଲ୍‌ ମିଡିଆ ଆଣୁଛି ନୂଆ ଟେକ୍ନୋଲୋଜି

March 2, 2017 . by Odisha Reporter Bureau

ଆଜିର ସମାଜରେ ସେ।ସିଆଲ ମିଡିଆର ଚାହିଦା ଶୀର୍ଷରେ ରହିଛି। ଲେ।କମାନେ ସେ।ସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ଫେସ୍‌ବୁକ୍‌ ବ୍ୟବହାର କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କମ୍ପାନୀ ଏକ ଅଭିନବ ଉପାୟ…

READ MORE

କାନସାସ୍‌ ଗୁଳିକାଣ୍ଡକୁ ନିନ୍ଦା କଲେ ଟ୍ରମ୍ପ

March 1, 2017 . by Odisha Reporter Bureau

ୱାଂଶିଟନ: ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ପରେ ଆମେରିକା କଂଗ୍ରେସକୁ ଡୋନାଲଡ୍‌ ଟ୍ରମ୍ପ ପ୍ରଥମ ଥର ସମ୍ବୋଧନ କରିଛନ୍ତି। ହେଟ୍ କ୍ରାଇମକୁ ଟ୍ରମ୍ପ ନା ପସନ୍ଦ କରିବା ସହ କାନସାସ୍‌ ଗୁଳିକାଣ୍ଡକୁ ନିନ୍ଦା କରିଛନ୍ତି।…

READ MORE

ଚୀନର ଏକ ହୋଟେଲରେ ଅଗ୍ନିକାଣ୍ଡ, ୩ ମୃତ, ୧୪ ଆହତ

February 25, 2017 . by Odisha Reporter Bureau

ନାନଚାଙ୍ଗ: ଚୀନର ନାନଚାଙ୍ଗ ସହରର ଏକ ବଡ଼ ହୋଟେଲରେ ଶନିବାର ସକାଳେ  ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ…

READ MORE

 ଆମେରିକାରେ ଭାରତୀୟଙ୍କ ବିରୁଦ୍ଧରେ ହେଟ୍‌ କ୍ରାଇମ

February 24, 2017 . by Odisha Reporter Bureau

ୱାଶିଂଟନ୍‌: ଆମେରିକାରେ ଭାରତୀୟଙ୍କ ବିରୁଦ୍ଧରେ ହେଟ୍‌ କ୍ରାଇମ ହୋଇଛି। ୫୧ ବର୍ଷୀୟା ଜଣେ ଅଭିଯୁକ୍ତ ଗୁଳି ଚଳାଇବା ଫଳରେ ହାଇଦ୍ରାବାଦରେ ଜଣେ ଇଞ୍ଜିନିୟର ଶ୍ରୀନିବାସ ଭୋଟାଲଙ୍କ ମୃତ୍ୟୁ ଘଟିଥିବାବେଳେ ଇଞ୍ଜିନିୟର ଆଲୋକ ମଦାସିନି ଆହତ ହୋଇଛନ୍ତି।…

READ MORE

ନୂଆ ସୌରମଣ୍ଡଳର ସନ୍ଧାନ କଲେ ଆମେରିକୀୟ ବୈଜ୍ଞାନିକ

February 23, 2017 . by Odisha Reporter Bureau

ୱାସିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ବୈଜ୍ଞାନିକ ଆଉ ଏକ ସୌରମଣ୍ଡଳର ସନ୍ଧାନ ପାଇଛନ୍ତି। ଏହା ପୃଥିବୀଠାରୁ ୩୯ ଆଲୋକବର୍ଷ (୩୭୮ ଲକ୍ଷ କୋଟି କିମି) ଦୂରରେ ରହିଛି। ଏଥିରେ ୭ଟି ବୃହତକାୟ…

READ MORE

କାଲିଫର୍ଣ୍ଣିଆ: ବାତ୍ୟାରେ ୫ ମୃତ

February 20, 2017 . by Odisha Reporter Bureau

ଲସ୍‌ ଏଞ୍ଜେଲ୍ସ: କାଲିଫର୍ଣ୍ଣିଆରେ ଦେଖା ଦେଇଥିବା ବାତ୍ୟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ଯୋଗୁଁ ୩୦୦ରୁ ଅଧିକରୁ ବିମାନର ଉଡ଼ାଣ ରଦ୍ଦ କରି ଦିଆଯାଇଛି। ୧୦୦୦ରୁ ଅଧିକ ଘରକୁ ଖାଲି କରି ଏହାର…

READ MORE

କାବୁଲ: ତୁଷାରପାତରେ ୧୪ ଜଣଙ୍କ ମୃତ୍ୟୁ

February 19, 2017 . by Odisha Reporter Bureau

କାବୁଲ: ତୁଷାରପାତ ଯୋଗୁଁ ଅଫଗାନିସ୍ତାନରେ ଜନଜୀବନ ଅସ୍ତବ୍ୟବସ୍ଥ ହୋଇପଡ଼ିଛି। ଆଜି ଜୱଯନ୍‌  ୧୦ ଜଣ ଓ ଶିରିପୁର ଅଞ୍ଚଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଲୋକେ ଏକ ପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।…

READ MORE

ଲାହୋର ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

February 16, 2017 . by Odisha Reporter Bureau

ଲାହୋର: ପାକିସ୍ତାନ ଲାହୋର ମାଲ୍‌ ରୋଡ଼୍‌ରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ପୋଲିସ୍‌ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଜଣକ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା…

READ MORE