ବାଇକ୍ ରାକେଟର ପର୍ଦ୍ଦାଫାଶ: ୯ ବାଇକ୍‌ ଜବତ, ୨ ଗିରଫ

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ଥାନା ପୋଲିସ୍ ଏକ ବାକ୍&zwnj; ରାକେଯ୍&zwnj;ର ଫର୍ଦ୍ଦାଫାଶ୍&zwnj; କରିଛି। ପୋଲିସ ରାକେଟ୍&zwnj;ର ୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୯ଟି ବାଇକ, ୩ଟି ଚେଚିସ୍ ଓ ଗୋଟିଏ ଇଞ୍ଜିନ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଣ୍ଡିପୁର ଗ୍ରାମର ଲୋକନାଥ ନାୟକ ଏବଂ ବାରପଣିଆ ଛକରେ ଗ୍ୟାରେଜ କରିଥିବା କୌଶଲ୍ୟାପୁର ଗ୍ରାମର ଧର୍ମେନ୍ଦ୍ର ସାହୁ।</p> <p>ଏହି ରାକେଟରେ ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରିର କିଛି ଲୋକ ସାମିଲ ଥିବା ଅନୁମାନ କରାଯାଉଛି।</p>

Ordigital Desk
  • Published: Sunday, 03 September 2017
  • Updated: 03 September 2017, 06:21 PM IST

Sports

Latest News

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ଥାନା ପୋଲିସ୍ ଏକ ବାକ୍&zwnj; ରାକେଯ୍&zwnj;ର ଫର୍ଦ୍ଦାଫାଶ୍&zwnj; କରିଛି। ପୋଲିସ ରାକେଟ୍&zwnj;ର ୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୯ଟି ବାଇକ, ୩ଟି ଚେଚିସ୍ ଓ ଗୋଟିଏ ଇଞ୍ଜିନ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଣ୍ଡିପୁର ଗ୍ରାମର ଲୋକନାଥ ନାୟକ ଏବଂ ବାରପଣିଆ ଛକରେ ଗ୍ୟାରେଜ କରିଥିବା କୌଶଲ୍ୟାପୁର ଗ୍ରାମର ଧର୍ମେନ୍ଦ୍ର ସାହୁ।</p><p>ଏହି ରାକେଟରେ ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରିର କିଛି ଲୋକ ସାମିଲ ଥିବା ଅନୁମାନ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos