ବାଇକ୍ ରାକେଟର ପର୍ଦ୍ଦାଫାଶ: ୯ ବାଇକ୍‌ ଜବତ, ୨ ଗିରଫ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ଥାନା ପୋଲିସ୍ ଏକ ବାକ୍‌ ରାକେଯ୍‌ର ଫର୍ଦ୍ଦାଫାଶ୍‌ କରିଛି। ପୋଲିସ ରାକେଟ୍‌ର ୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୯ଟି ବାଇକ, ୩ଟି ଚେଚିସ୍ ଓ ଗୋଟିଏ ଇଞ୍ଜିନ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଣ୍ଡିପୁର ଗ୍ରାମର ଲୋକନାଥ ନାୟକ ଏବଂ ବାରପଣିଆ ଛକରେ ଗ୍ୟାରେଜ କରିଥିବା କୌଶଲ୍ୟାପୁର ଗ୍ରାମର ଧର୍ମେନ୍ଦ୍ର ସାହୁ।

ଏହି ରାକେଟରେ ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରିର କିଛି ଲୋକ ସାମିଲ ଥିବା ଅନୁମାନ କରାଯାଉଛି।

Previous ArticleNext Article

Send this to a friend