ଇଡକୋ ଟାୱାରରେ ଠିକାଦାରଙ୍କୁ ଆକ୍ରମଣ,ଜଣେ ଅଟକ

1oriIDCO

ଭୁବନେଶ୍ୱର: ଭୁବନେଶ୍ୱର ଇଡକୋ ଟାୱାରରେ ମଙ୍ଗଳବାର ଜଣେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନଳିନୀ ସ୍ୱାଇଁ ନାମକ ଜଣେ ଏହି ଠିକାଦାରଙ୍କ କାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଟେଣ୍ଡର କାରବାରକୁ ନେଇ ଆକ୍ରମଣ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣ ଅଭିଯୋଗରେ ଜଣେ ଏ’ କ୍ଲାସ ଠିକାଦାରଙ୍କୁ ସହିଦନଗର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଇଛି।

Previous ArticleNext Article

Send this to a friend