ପୋଖରୀରୁ ଯୁବକଙ୍କ ମୃତହେଦ ଉଦ୍ଧାର,ହତ୍ୟା ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବଳରାମପୁର ଗାଁର ରେଣ୍ଟା ମୁର୍ମୁଙ୍କ ମୃତଦେହକୁ ସେହି ଗାଁର ବେଙ୍ଗ ଜେନାଙ୍କ ପୋଖରୀରୁ ଉଦ୍ଧାର କରାଯାଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ରେଣ୍ଟା ଦେଶୀମଦ ପିଇବା ପାଇଁ ବେଙ୍ଗଙ୍କ  ଘରକୁ ଯାଇଥିଲା। ସକାଳ ୧୦ଟା ବେଳେ ରେଣ୍ଟାଙ୍କ ମୃତଦେହ ପୋଖରୀରୁ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ କିଏ ହତ୍ୟା କରି ପୋଖରୀରେ ପିଙ୍ଗି ଦେଇଥିବା ରେଣ୍ଟାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୋଲିସ୍‌ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

balasore

balasore

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 12:58 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story