ବାଲେଶ୍ୱର: ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ସୋର: ବାଲେଶ୍ୱର ଜିଲ୍ଲା ପୋଲିସ ଏକ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୨ଟି ମାଉଜର, ଗୋଟିଏ ରିଭଲଭର, ୪ଟ ମ୍ୟାଗଜିନ୍ ଏବଂ ୨୦ ରାଉଣ୍ଡ ଗୁଳି ଜବତ କରିଛି। ଅଭିଯୁକ୍ତ ମାନେ ହେଲେ  ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ନିଳାଦ୍ରୀ ପ୍ରଧାନ ଓ ସେହି ଜିଲ୍ଲାର  ଏଫସିଆଇ ମୁଣ୍ଡାବଜାର  ଅଞ୍ଚଳର ରୋମି ଟୁଡୁ। ବାଲେଶ୍ୱର ଜିଲ୍ଲା ଏସପି ନୀତି ଶେଖର ସୋର ଥାନାରେ  ଏକ […]

sora

sora

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 07:45 AM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ପୋଲିସ ଏକ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୨ଟି ମାଉଜର, ଗୋଟିଏ ରିଭଲଭର, ୪ଟ ମ୍ୟାଗଜିନ୍ ଏବଂ ୨୦ ରାଉଣ୍ଡ ଗୁଳି ଜବତ କରିଛି। ଅଭିଯୁକ୍ତ ମାନେ ହେଲେ  ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ନିଳାଦ୍ରୀ ପ୍ରଧାନ ଓ ସେହି ଜିଲ୍ଲାର  ଏଫସିଆଇ ମୁଣ୍ଡାବଜାର  ଅଞ୍ଚଳର ରୋମି ଟୁଡୁ। ବାଲେଶ୍ୱର ଜିଲ୍ଲା ଏସପି ନୀତି ଶେଖର ସୋର ଥାନାରେ  ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story