ବାଲେଶ୍ୱର ଜେଲରେ ଚଢ଼ାଉ, ନିଶାଦ୍ରବ୍ୟ ଜବତ

j

ବାଲେଶ୍ୱର: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ବାଲେଶ୍ୱର ଜେଲ ଉପରେ ଗୁରୁବାର ବିଳମ୍ବିତ ରାତିରେ  ପୋଲିସ୍ ଚଢ଼ାଉ କରିଥିଲା। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଏସପି, ଡିଏସପି, ୪ ଥାନା ଇନ୍ସପେକ୍ଟର ଓ ୩ ପ୍ଲାଟୁନ ଫୋର୍ସକୁ ନେଇ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ  ବିପୁଳ ପରିମାଣରେ ଗୁଟୁକା, ସିଗାରେଟ୍  ଓ ନିଶାଦ୍ରବ୍ୟ ପୋଲିସ୍ ଜବତ କରାଯାଇଛି। ୨ ଘଣ୍ଟା  ଧରି ଜେଲର ଭିନ୍ନ ଭିନ୍ନ କକ୍ଷରେ ଚଢ଼ାଉ କରିଥିଲା ପୋଲିସ୍।

କୁକ୍ଷାତ ଅପରାଧୀ ସୁଶିଲ ଧଳସାମନ୍ତ ଓ  କଟକର  ୩ ଜଣ ହାର୍ଡକୋର ଅପରାଧୀ ବାଲେଶ୍ୱର ଜେଲରରେ ରହୁଛନ୍ତି।

Previous ArticleNext Article

Send this to a friend