ବାନା ବାବା ବିବାଦ: ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ବନ ବିଭାଗ

କୋଣାର୍କ: କୋଣାର୍କ ନିକଟ ବାଲିଦୋକାନରେ ଥିବା ବାନା ବାବାଙ୍କ ଆଶ୍ରମକୁ ସିଲ କରାଯିବା ପରେ ଏବେ ତାହା ପୋଲିସ ଛାଉଣୀରେ ପରିଣତ ହୋଇଛି । ବାନା ବାବାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ବନ ବିଭାଗ। ସେପଟେ ଆଶ୍ରମଠାରୁ କିଛି ଦୂରରେ ତମ୍ବୁ ତଳେ ବିବାଦୀୟ ବାନା ବାବା ଆଶ୍ରୟ ନେଇଛନ୍ତି । ବନ୍ୟଜନ୍ତ ସଂରକ୍ଷଣ ଆଇନ ଉଲ୍ଲଂଘନ କରି ବାନା ବାବା ଦର୍ଶନୀବନ୍ତରେ ୧୯ ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ମାଡିବସିଥିଲେ । […]

bana baba

bana baba

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 03:27 PM IST

Sports

Latest News

bana-baba-300x240କୋଣାର୍କ: କୋଣାର୍କ ନିକଟ ବାଲିଦୋକାନରେ ଥିବା ବାନା ବାବାଙ୍କ ଆଶ୍ରମକୁ ସିଲ କରାଯିବା ପରେ ଏବେ ତାହା ପୋଲିସ ଛାଉଣୀରେ ପରିଣତ ହୋଇଛି । ବାନା ବାବାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ବନ ବିଭାଗ। ସେପଟେ ଆଶ୍ରମଠାରୁ କିଛି ଦୂରରେ ତମ୍ବୁ ତଳେ ବିବାଦୀୟ ବାନା ବାବା ଆଶ୍ରୟ ନେଇଛନ୍ତି ।

ବନ୍ୟଜନ୍ତ ସଂରକ୍ଷଣ ଆଇନ ଉଲ୍ଲଂଘନ କରି ବାନା ବାବା ଦର୍ଶନୀବନ୍ତରେ ୧୯ ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ମାଡିବସିଥିଲେ । ଏବେ ଏହାକୁ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି । ଦଖଲ ଅଞ୍ଚଳକୁ ତାରବାଡ ଦ୍ୱାରା ଆବଦ୍ଧ କରାଯାଉଛି ଓ ଆଶ୍ରମକୁ ଜଉମୁଦରେ ସିଲ କରାଯାଇଛି । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ଜଙ୍ଗଲର ୧୯ ଏକର ୬୦ ଡିସିମିଲି ପରିମିତ ଅଞ୍ଚଳକୁ ବାନା ବାବା ୨୦ବର୍ଷ ଧରି ରାଜ୍ କରି ରଖିଥିଲେ । ଏଠାରେ ସେ ବେଆଇନ ଭାବେ କୋଠାଘର, ପୂଜା ମଣ୍ଡପ ନିର୍ମାଣ କରିଛନ୍ତି । ୩୬ ଡିସିମିଲି ରାଜସ୍ୱ ବିଭାଗର ଜମିରେ ନିର୍ମାଣ ହୋଇଛି ଯଜ୍ଞ ବେଦୀ। ଏବେ ବାନାବାବାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ କହିଛି। ସେପଟେ ବାନା ବାବା ଆଶ୍ରମଠାରୁ ଅନତି ଦୂର ଗୁଆଳପୁର ମୌଜାର ଏକ ସ୍ଥାନରେ ତମ୍ଭୁ କରି ଆଶ୍ରୟ ନେଇଛନ୍ତି। ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ସେ ସ୍ୱୀକାର କରିଛନ୍ତି। ତେବେ ଆଶ୍ରମଠାରୁ କିଛି ଦୂରରେ ବାନା ବାବା ପୁଣି ଆସ୍ଥାନ ଜଣାଉଥିବାରୁ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story