ମର୍ଣ୍ଣିଂୱାକ୍ ବେଳେ କଟୁରିରେ ହାଣି ୪ ଜଣଙ୍କଠାରୁ ଲୁଟ୍

loot

ଭୁବନେଶ୍ୱରର ନୂଆ ଜଗନ୍ନାଥ ରୋଡ୍ ଲିଙ୍ଗିପୁର ନିକଟରେ ଆଜି ମର୍ଣ୍ଣିଂ ୱାକ୍ ବେଳେ କଟୁରୀରେ ହାଣି ଚାରି ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଓ ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ୍ ତନାଘନ ଆରମ୍ଭ କରିଛି।

ଦୁର୍ବୃତ୍ତମାନେ ବାଇକ୍‌ରେ ଆସିଥିଲେ।

Previous ArticleNext Article

Send this to a friend