କ୍ୟାପିଟାଲ ହସ୍ପିଟାଲରୁ ୩ ଦଲାଲ ଗିରଫ

capital-hospital

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରୁ ୩ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ସେମାନେ ହସ୍ପିଟାଲ ପଛ ପାର୍ଶ୍ୱରେ ଥିବା କ୍ଲିନିକ୍‌ କର୍ମଚାରୀ ବୋଲି ଜଣାପଡ଼ିଛି।

ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳରେ ଏହି ଦଲାଲମାନେ ହସ୍ପିଟାଲ ଓ କ୍ଲିନିକ୍‌କୁ ପଠାଉ ଥିଲେ। ଏଥିପାଇଁ ହସ୍ପିଟାଲ ଓ କ୍ଲିନିକ୍‌ ପକ୍ଷରୁ ସେମାନଙ୍କୁ ଅର୍ଥ ମଧ୍ୟ ମିଳୁଥିଲା। ରୋଗୀ ଚାଲାଣ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦଲାଲମାନଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି।

Previous ArticleNext Article

Send this to a friend