ଗୁଣି ଗାରେଡି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତ ଗିରଫ

ଗୁଣୁପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିଡ଼ୁଙ୍ଗ ଗାଁରେ ଗୁଣି ଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ଲାକିଆ ଶବର ଏବଂ ବୁବୁନି ଶବର। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଛି ପୁଟାସିଂ ପୋଲିସ୍‌। ରାୟଗଡ଼ା ଜିଲ୍ଲା କିଡୁଙ୍ଗୁ ଗାଁରେ ଗୁଣିଗାରେଡି ସନ୍ଦେହ କରି ଗୋଟିଏ ପରିବାରର ବାପା,ମାଆ ଓ ଝିଅକୁ ବାଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ […]

gunpur

gunpur

Rakesh Mallick
  • Published: Monday, 19 September 2016
  • Updated: 19 September 2016, 09:40 AM IST

Sports

Latest News

ଗୁଣୁପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିଡ଼ୁଙ୍ଗ ଗାଁରେ ଗୁଣି ଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ଲାକିଆ ଶବର ଏବଂ ବୁବୁନି ଶବର। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଛି ପୁଟାସିଂ ପୋଲିସ୍‌।

ରାୟଗଡ଼ା ଜିଲ୍ଲା କିଡୁଙ୍ଗୁ ଗାଁରେ ଗୁଣିଗାରେଡି ସନ୍ଦେହ କରି ଗୋଟିଏ ପରିବାରର ବାପା,ମାଆ ଓ ଝିଅକୁ ବାଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ ମାଟିରୁ ମୃତଦେହକୁ କାଢି ପୋଡ଼ି ଦେଇଥିବା ଜଣାପଡ଼ିଥିଲା। ଫରେସିକ୍‌ ବିଭାଗ ଘଟଣାସ୍ଥଳରୁ ମୃତକଙ୍କ ହାଡ଼,ପାଉଁଶ ଓ ପୋତାଯାଇଥିବା ସ୍ଥଳର କିଛି ମାଟି ସଂଗ୍ରହ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story